fbpx

କେଉଁ ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଇ ପୂଜା କରାଯାଇଥାଏ ?

ଓଡ଼ିଶା ଭାସ୍କର: ଏହି ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଯାଇ ଥାଏ। କେହି କେହି ତାଙ୍କୁ ଶକ୍ତି ଭାବରେ ପୂଜା ମଧ୍ୟ କରୁଛନ୍ତି। ତେବେ ସେ ହଉଛନ୍ତି ବୁଧ ଗ୍ରହ, ତାଙ୍କୁ ଅନେକ ସ୍ଥାନରେ ‘ବୁଧେଇ ଓଷା’ ଓ ‘ବୁଧିବାମନ ଓଷା’…

ଭାଗ୍ୟଶାଳୀ ବିଜେତାଙ୍କୁ ମାଗଣା ଆଇଫୋନ୍-୧୫ ! ଏଭଳି ସ୍କାମ୍ ରେ ଫସିଛନ୍ତି କି ଆପଣ ?…. ତାହେଲେ ନିଅନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଇଫୋନ୍ ୧୫କୁ ନେଇ ଏକ ବଡ଼ ଠକେଇ ସାମ୍ନାକୁ ଆସୁଛି। ଏଥିପାଇଁ ଇଣ୍ଡିଆ ପୋଷ୍ଟ ନୂଆ ଆଇଫୋନ୍ ୧୫ ସ୍କାମ୍ ବିଷୟରେ କହିଛି। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆପାର୍ଟମେଣ୍ଟ ଅଫ୍ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ…

ଆର୍ମି ହସ୍ପିଟାଲ ରକ୍ତ ନେଇ HIVପଜିଟିଭ୍ ହୋଇଥିଲେ ଯବାନ, ୧୨ବର୍ଷ ପରେ ଦେଢ଼ କୋଟିର କ୍ଷତିପୂରଣ ଦେବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ପୂର୍ବତନ ଅଧିକାରୀ ଆର୍ମି ହସ୍ପିଟାଲର ରକ୍ତ ନେଇ ଏଚଆଇଭି ପଜିଟିଭ୍ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ୧.୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ…

କାହିଁକି ଆଗୁଆ ରିଲିଜ ହେବ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ?

ଓଡ଼ିଶା ଭାସ୍କର: ଆଗକୁ ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଫିଲ୍ମ ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଶାହାରୁଖ୍ ଖାନ୍ ଏବଂ…

ବିଧାନସଭାରେ ପାରିତ ହେଲା ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌

ଭୁବନେଶ୍ଵର: ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍‌ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌, ପଦ ଓ ସେବା ସଂରକ୍ଷଣ ବିଲ୍‌ ପାସ୍ । ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍‌…

ପୂର୍ବପୁରୁଷଙ୍କ ସହ ବୁଲୁଥିଲେ ଡାଇନୋସର, ଆସିଲା ନୂଆ ଗବେଷଣାର ତଥ୍ୟ

ଓଡିଶା ଭାସ୍କର: ଯେତେବେଳେ ଡାଇନୋସର କଥା ଆମ ସାମ୍ନାକୁ ଆସେ, ସେତେବେଳେ ପିଲାଠୁ ବଡ଼ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ବଢ଼ିଯାଏ । ସବୁଠାରୁ ବେଶି ଜାଣିବାକୁ ଇଛା ହୁଏ ଡାଇନୋସରଙ୍କ ମୃତ୍ୟୁ ପୂର୍ବରୁ ନା ପରେ ଆମର…

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ନେଇ ତାରିଖ ଘୋଷଣା କଲେ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକ

ଓଡିଶା ଭାସ୍କର: ଘୋଷଣା ହେଲା ତାରିଖ ଏହି ଦିନ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକଙ୍କ ସୂଚନା । ଆଉ ଦିନ କେଇଟାରେ ହେବାକୁ ଯାଉଛି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ।…

ବିଜେଡିର ମିଶ୍ରଣ ପର୍ବରେ ସାମିଲ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ

ଭୁବନେଶ୍ୱର: ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ…

ପ୍ରେମ କରିବା ପଡିଲା ମହଙ୍ଗା, ଝିଅର ଗଳା କାଟି ଅତି ନିର୍ମମ ଭାବେ ହତ୍ୟାକଲେ ପରିବାର ଲୋକ

ଓଡିଶା ଭାସ୍କର ବିହାରର ଦରଭଙ୍ଗା ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅନର କିଲିଂ ଘଟଣା । ଘଟଣାଟି ବିଶ୍ୱବିଦ୍ୟାଳୟ ଥାନା ଅଧୀନ ଆଜମନଗରର ଲୁଚିବାଡା ଅଞ୍ଚଳର । ପ୍ରେମ ଜନିତ କାରଣକୁ ନେଇ ଜଣେ ଯୁବତୀଙ୍କୁ ପରିବାର ଲୋକେ ଗଳା…

ନିଆରା ଢଙ୍ଗରେ ଖାଇ ରେକର୍ଡ ସୃଷ୍ଟି କଲେ ଦୁଇଟି ଜିଭ ଥିବା ଝିଅ….ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ବର୍ତ୍ତମାନ ଲୋକପ୍ରିୟ ହେବାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ତରିକା ଆପାଣାଉଛନ୍ତି, ଏପରିକି ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ ଦେଖାଯିବା ଲାଗି ନିଜ ଶରୀରକୁ ଅସ୍ତ୍ରୋପଚାର କରିବିବାକୁ ବି ପଛୋଉ…