fbpx

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ।…

ଏହି ଯୋଜନାରେ ଝିଅ ଜନ୍ମଠାରୁ ପାଠପଢା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ…

ହମସଫର ଏକ୍ସପ୍ରେସ୍ ଟ୍ରେନରେ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ବେଳର ଭିଡିଓ

ଓଡ଼ିଶା ଭାସ୍କର: ଗୁଜରାଟର ତିରୁଚିରାପଲ୍ଲୀରୁ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନ୍ ରେ ହୋଇଥିବା ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ…

୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା…

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ଓଡ଼ିଶା ଭାସ୍କର: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା। ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ। ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ…

ସାର୍ବଜନୀନ ଗଣେଶୋତ୍ସବରେ ଯୋଗଦେଲେ ସନ୍ନି ଲିଓନି ଓ ତାଙ୍କ ସ୍ଵାମୀ ଡାନିଏଲ ୱେବର

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଆକ୍ଟରସନ୍ନି ଲିଓନି ଏବଂ ତାଙ୍କ ସ୍ୱାମୀ ଡାନିଏଲ ୱେବର ପ୍ରଭୁ ଶ୍ରୀଗଣେଶଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ମୁମ୍ବାଇର ଲାଲବାଗଚା ରାଜା ସାର୍ବଜନୀନ ଗଣେଶୋତ୍ସବ ମଣ୍ଡଳକୁ ଯାଇଥିଲେ।…

ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଦେଇଛି ଭାରତ । ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଭାରତ ।ଏହି…

୨ଦିନ ପାଇଁ ସିଆଇଡି ରିମାଣ୍ଡରେ ଯିବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଜେଲରେ ଜେରା ହେବେ ଆନ୍ଧ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ଜେରା କରିବାକୁ ସିଆଇଡିକୁ ଅନୁମତି ଦେଇଛନ୍ତି ଦୁର୍ନୀତି ନିରୋଧ ଶାଖାର କୋର୍ଟ। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ…

ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ୱର: ଅନେକ ଓଡ଼ିଆ ଭଜନ ଗାଇଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଦୀର୍ଘ ୭…

ବିଧାନସଭା ଅଧିବେଶନରେ ପ୍ରଥମ ଥର ଯୋଗ ଦେଲେ ଦୀପାଳି, ବାପାଙ୍କୁ ମନେପକାଇ କହିଲେ ଏପରି କଥା….

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ଵର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା…