ବାଲେଶ୍ୱର; ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଦୀର୍ଘଦିନର ଅପେକ୍ଷାର ଅନ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌। ପତାକା ଦେଖାଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କ’ଣ ଭାବୁଛନ୍ତି ମାଳଦ୍ୱୀପର ମନ୍ତ୍ରୀ?

ଓଡ଼ିଶା ଭାସ୍କର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ତିନି ଜଣ କନିଷ୍ଠ ମନ୍ତ୍ରୀ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ପର୍ଯ୍ୟଟନ ପାଇଁ ସମସ୍ୟା ସୃଷ୍ଟି କରିଛି। ମାଳଦ୍ୱୀପ ଭାରତୀୟ…

(Video)ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଭାବ; ୫୦ବର୍ଷ ମଧ୍ୟରେ ପ୍ରଥମ ଥର ବଜାରରେ ଦେଖାଦେଲା ‘ରାମଚରିତମାନସ’ର ଅଭାବ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୀତା ପ୍ରେସ୍ ୫୦…

ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା

ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜିଠୁ ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼…

ଲାଇଭ୍ ଟିଭି ଶୋ’ ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ ଡ. ଅନି ଏସ୍ ଦାସ

ନୂଆଦିଲ୍ଲୀ: କେରଳରୁ ଆସିଲା ଏକ ଦୁଃଖଦ ଖବର । ଦୂରଦର୍ଶନ ଷ୍ଟୁଡିଓରେ ଲାଇଭ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅଚେତ ହୋଇ ପଡ଼ି ଜଣେ କୃଷି ବିଶେଷଜ୍ଞଙ୍କ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ଏହି ସୂଚନା ସାମ୍ନାକୁ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ସମନ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ସମନ ପଠାଇଛି। ଇଡି ପକ୍ଷରୁ ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ସମନ। ଏହା ପୂର୍ବରୁ ସିବିଆଇ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ବିଶ୍ୱରେ ଉତ୍ସାହ; ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ମରିସସ୍ ସରକାର

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ପୂର୍ବରୁ କେବଳ ଭାରତ ରେ ନୁହେଁ ବରଂ ସାରା ବିଶ୍ୱରେ ମଧ୍ୟ ଧାର୍ମିକ ଉତ୍ସାହ ବଢିବାରେ ଲାଗିଛି । ଏପରିକି ରାମଲାଲାଙ୍କ ପ୍ରାଣ…

ପରଲୋକରେ ଓଡ଼ିଶାର ବିଶିଷ୍ଟ କଥା ସାହିତ୍ୟିକା ବିଜୟିନୀ ଦାସ

କଟକ: ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖିକା ବିଜୟିନୀ ଦାସଙ୍କର ପରଲୋକ । ସୂଚନା ମୁତାବକ ୮୦ ବର୍ଷ ବୟସରେ ତାଙ୍କର ପରଲେକ ଘଟିଛି । ଗତକାଲି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ସିଡିଏସ୍ଥିତ ଝିଅ ମଧୁମିତା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହେଲା ଆଚାର୍ଯ୍ୟ ବରଣ ପ୍ରକ୍ରିୟା, ୧୭ତାରିଖରେ ହେବ ପୂର୍ଣ୍ଣାହୁତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଆଚାର୍ଯ୍ୟ ବରଣ ଅବସରରେ ଗଜପତି ମହାରାଜ କହିଛନ୍ତି ଯେ, ୭ ଶହ ବର୍ଷ ପରେ ଶ୍ରୀମନ୍ଦିରର ରୂପାନ୍ତରଣ ସମ୍ଭବ ହୋଇଛି। ପରିକ୍ରମା…

‘ବିଶ୍ଵାସ’ କଲେଜରେ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ

ଓଡ଼ିଶା ଭାସ୍କର: ଛତାବର ସ୍ଥିତ ବିଶ୍ଵାସ କଲେଜରେ ନବାଗତ ନର୍ଶିଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଅଛି । ଏହା ତିନି ଦିନ ପର‌୍ୟ୍ୟନ୍ତ ଚାଲୁ ରହିବ । ଏହି କାଯ୍ୟକ୍ରମକୁ ବିଶ୍ଵାସ…