‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସଂ ମାଧ୍ୟମରେ ‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟମରେ ଦେଶକୁ ଏକ…