fbpx
BSKY
BJD YOUTH SKY
BJD MS SKY

୨୦ତମ ଆନ୍ତର୍ଜାଜୀୟ ଜୁନିୟର ସାଇନ୍ସ ଅଲିମ୍ପିଆଡରେ ଭାରତକୁ ୫ଟି ସ୍ୱର୍ଣ୍ଣ ପଦକ

ବିଂଶତମ ଆନ୍ତର୍ଜାଜୀୟ ଜୁନିୟର ସାଇନ୍ସ ଅଲିମ୍ପିଆଡ୍(IJSO)ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ସମସ୍ତ ପଦକ ବିଜେତା ଛାତ୍ରମାନେ ରାଜସ୍ଥାନ ସ୍ଥିତ କୋଟାର କୋଚିଂ ସେଣ୍ଟରରେ ଅଧ୍ୟୟନ କରନ୍ତି । ଭାରତୀୟ ଦଳ ମୋଟ୍ ୬ଟି ମେଡାଲ ଜିତିଛି ଯେଉଁଥିରୁ ୫ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଅଟେ । ଡିସେମ୍ବର ୧ରୁ ୯ ପର୍ଯ୍ୟନ୍ତ ବ୍ୟାଙ୍କକ୍ରେ ଆୟୋଜିତ ହୋଇଥିବା ଏହି ବିଂଶତମ ଆନ୍ତର୍ଜାଜୀୟ ଜୁନିୟର ସାଇନ୍ସ ଅଲିମ୍ପିଆଡ୍ରେ ଏହି ଛାତ୍ରମାନେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହି ଅଲମ୍ପିଆଡ଼ରେ ଅଂଶଗ୍ରହଣ କରିଥିବା ଛାତ୍ରମାନେ ହେଲେ ସୋହମ ପେଣ୍ଡଣେକର, କନିଷ୍କ ଜୈନ୍, ମହରୁଫ୍ ଖାନ୍, ଦିବ୍ୟା ଅଗ୍ରୱାଲ, ରୁଦ୍ର ପେଠାନୀ ଏବଂ ଅର୍ଚ୍ଚିତ ଭାଲୋଦିଆ । ଏହି ଅଲିମ୍ପିଆଡ୍ରେ ୫୫ଟି ଦେଶରୁ ମୋଟ୍ ୩୨୨ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ ।

Get real time updates directly on you device, subscribe now.