ଆଉ ଶୁଭୁନାହିଁ ‘କୁଆଁର ପୁନେଇ ଜହ୍ନଲୋ…’ଗୀତ; ରିଲ୍ସ ଓ ଫଟୋରେ ସାଇତା ହେଉଛି ସୃତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏକଥା ହେଉଛି ଏକବିଂଶ ଶତାବ୍ଦୀରେ ଜୀଉଁଥିବା କିଛି ପୁରୁଣା ମଣିଷ ମାନଙ୍କର । ହଜିଯାଉଥିବା ପରମ୍ପରା କୁ ଆବୁରି ଧରିବାକୁ ଆଉ ବଳ ନଥିବା ମଣିଷଙ୍କର । ଦିନ ଥିଲା ଯିଏ ନିଜର ପରମ୍ପରାକୁ…