ଏଣିକି ସହଜ ହେବ ଡେଙ୍ଗୁ ଚିକିତ୍ସା: ପ୍ରଥମ ଔଷଧର ଫଳାଫଳକୁ ନେଇ ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ
ଓଡ଼ିଶା ଭାସ୍କର: ଡେଙ୍ଗୁ ଭୂତାଣୁ ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥାଏ । ଏବେବି ଡେଙ୍ଗୁ ଏକ ବିପଦ ହୋଇ ରହିଛି, କାରଣ ଏହାର ଏପର୍ଯ୍ୟନ୍ତ କୌଣସି ଔଷଧ ନାହିଁ । ନିକଟରେ ଜନସନ୍ ଆଣ୍ଡ…