୪୨ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ! ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ସାରା ରାଜ୍ଯରେ କଲବଲ କଲାଣି ଅସମ୍ଭାଳ ତାତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ଯସ୍ତ ଜନଜୀବନ । କାଳବୈଶାଖୀ ବର୍ଷା ସତର୍କତା ହଟିବା ପରେ ପୁଣି ତାତି ବଢିଛି । ତିନି ଦିନ ଯାଏଁ ତାତିରୁ ମିଳବନି…