(Video) ଛାତ୍ରୀ ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍: ମୁହଁ ଖୋଲିଲେ ସୁଭାଷିନୀ, କହିଲେ – ‘ମୋତେ ଖୋଜନି ବାପା, ମୁଁ ପ୍ରେମିକ ସହ ପଳେଇ…
ଭୁବନେଶ୍ୱର: ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ସୁଭାଷିନୀ ମଲ୍ଲିକ ହଷ୍ଟେଲ୍ରୁ ନିଖୋଜ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଘର ଲୋକ ଓ ପୋଲିସ ସୁଭାଷିନୀଙ୍କୁ ଖୋଜିବାରେ ଲାଗିପଡ଼ିଥିବା ବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି,…