ପିଲାମାନେ ଅଟୋ-ଇ-ରିକ୍ସାରେ ଯିବେ ନାହିଁ ସ୍କୁଲ, ଏହି ଦିନଠାରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବିହାରରେ ନୀତିଶ ସରକାର ପିଲାମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଏବେ ପିଲାମାନଙ୍କୁ ଅଟୋ ଏବଂ ଇ-ରିକ୍ସାରେ ସ୍କୁଲ ଯିବାକୁ ନିଷେଧ କରାଯାଇଛି । ବିହାରରେ…

‘ଘରୋଇ ମେଡିକାଲରେ ଅଧିକ ସି-ସେକ୍ସନ’ : ଓଡ଼ିଶା ସରକାରଙ୍କ ଚିନ୍ତାଜନକ ତଥ୍ୟ

ଭୁବନେଶ୍ୱର: ସି- ସେକ୍ସନକୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛନ୍ତି ସରକାର । ଘରୋଇ ମେଡିକାଲରେ ଚାଲିଛି ଅଧିକ ସି- ସେକ୍ସନ । ସରକାରୀ ହସ୍ପିଟାଲ ତୁଳନାରେ ଅଧିକ ଚାଲିଛି ସି ସେକ୍ସନ । ଏନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ…

ରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ, ଜାଣନ୍ତୁ ନିଲାମ ତାରିଖ କେବେ

ଭୁବନେଶ୍ୱର: ପ୍ରବଳ ହଙ୍ଗାମା ପରେ ଏବେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଅରୁଣ ସାହୁଙ୍କ ଏକ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟରେ ପ୍ରାୟ ୪୫୩୯ଟି…

ଦିଲ୍ଲୀ ବଜେଟ୍: ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ରେଖା ଗୁପ୍ତା, ଜାଣନ୍ତୁ କେଉଁ ବିଭାଗକୁ କେତେ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୫-୨୬…

RBIର ବଡ଼ ନିଷ୍ପତ୍ତି: ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଲୋନ୍ ଉପରେ କୌଣସି ଅତିରିକ୍ତ ଶୁଳ୍କ ନାହିଁ, ଜାଣନ୍ତୁ ୧ ଏପ୍ରିଲ ୨୦୨୫ ରୁ କ’ଣ ହେବ…

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି ଯେ, ବ୍ୟାଙ୍କଗୁଡ଼ିକ ପ୍ରାଥମିକତା କ୍ଷେତ୍ର ଋଣ (ପିଏସଏଲ) ବର୍ଗ ଅଧୀନରେ ବିଶେଷକରି କ୍ଷୁଦ୍ର ଋଣ ଉପରେ ଅତ୍ୟଧିକ ଶୁଳ୍କ ଆଦାୟ କରିପାରିବେ ନାହିଁ ।…

ଭାରତକୁ ପୁଣି ଏକ ବଡ଼ ଝଟକା ଦେଲେ ଡୋନାଲ୍ଡ ଟ୍ରମ୍ପ! ବଢ଼ିପାରେ ତୈଳ ଦର, ଜାଣନ୍ତୁ ଶୁଳ୍କ ସମ୍ପର୍କରେ କ’ଣ କଲେ ନୂଆ ଘୋଷଣା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ମାର୍ଚ୍ଚ ୨୪ରେ ଘୋଷଣା କରିଛନ୍ତି ଯେ, ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ ଉପରେ ୨୫ ପ୍ରତିଶତ…

ହାଇଓ୍ବା ଦେଖିଲେ ଡରୁଛନ୍ତି ଲୋକେ ! ବାଲି ଚୋରା ଚାଲାଣ ଯୋଗୁଁ ଏଥିରେ ବଢୁଛି ଦୁର୍ଘଟଣାର ହାର

ଭୁବନେଶ୍ବର: ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓ୍ବା ପାର୍କିଂ ଯୋଗୁ ଦୁର୍ଘଟଣା ଦିନକୁ ଦିନ ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଏହି ଦୁର୍ଘଟଣାକୁ କିଏ ରୋକିବ ସେ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ବିଗତ ଦିନରେ ରାଜ୍ୟରେ…

୨୪ ଲକ୍ଷରୁ ଅଧିକ ଲୋକ ପିଏମ୍ ଆବାସ ପାଇଁ କଲେଣି ପଞ୍ଜିକରଣ, ଜାଣନ୍ତୁ କେବେ ଆସିବ ସମ୍ପୂର୍ଣ୍ଣ ଲିଷ୍ଟ

ଭୁବନେଶ୍ବର : ପିଏମ୍‌ ଆବାସ ସର୍ଭେର ଅଧିକାରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକଙ୍କ କଡା ଚେତାବନୀ । ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଲେ ହେବ କଡା ଆକ୍ସନ । ଏବେ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧…

ଏବେ ଅନଲାଇନ୍ ସପିଂ ପାଇଁ ଆପଣଙ୍କୁ ଦେବାକୁ ପଡିବ ଅତିରିକ୍ତ ୪୯ ଟଙ୍କା? ସାମ୍ନାକୁ ଆସିଲା ବଡ଼ ସୂଚନା, ଜାଣନ୍ତୁ କେଉଁ ଗ୍ରାହକ ହେବେ ପ୍ରଭାବିତ

ଦେଶରେ ଅନଲାଇନ୍ ସପିଂ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲୋକମାନେ ଏବେ ଘରେ ବସି ଆବଶ୍ୟକ ଜିନିଷ ଅର୍ଡର କରୁଛନ୍ତି । ଅନଲାଇନ୍ ସପିଂରେ ଆମାଜନ ଏବଂ ଫ୍ଲିପକାର୍ଟ ବଡ଼ କମ୍ପାନୀ । କିନ୍ତୁ ଏବେ ଅନଲାଇନ୍ ରେ ସପିଂ କରୁଥିବା…

ଯୁଗ ଆଗକୁ ଗଲେ ରାଜ୍ୟରେ ଏବେ ବି ରହିଛି ଗୁଣି ଗାରେଡ଼ି, ୪ ବର୍ଷରେ ୪୦୮ ମାମଲା ରୁଜୁ

ଭୁବନେଶ୍ୱର: ଯୁଗ ଯେତେ ଆଧୁନିକତାକୁ ଗତି କଲେ ବି ଲୋକମାନଙ୍କ ମନରୁ ଆଜି ବି ଗୁଣି ଗାରେଡି ବା ଅନ୍ଧ ବିଶ୍ୱାସ ଯିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବିଗତ ୫ ବର୍ଷରେ ୪୦୮ ଗୁଣି ଗାରେଡ଼ି ମାମଲା ରୁଜୁ ହୋଇଛି ।…