fbpx
BSKY
BJD MC SKY
BJD YOUTH SKY

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୫୫୧ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବାତ୍ୟା ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ?

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଏରିଏଲ ସର୍ଭେ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ…

ମୁମ୍ବାଇର କୋକିଲାବେନ୍ ମେଡିକାଲରେ ଅଭିନେତ୍ରୀ କିରଣ ଖେର, ୩ ଘଣ୍ଟା ଧରି ଚାଲିଲା ସର୍ଜରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବା ଚଣ୍ଡିଗଡର ବିଜେପି ସାଂସଦ କିରଣ ଖେର ଆଜି ମୁମ୍ବାଇ ସ୍ଥିତ କୋକିଲାବେନ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ତାଙ୍କର ସର୍ଜରୀ ହୋଇଛି । ଖବର ମୁତାବକ, ସର୍ଜରୀ ପ୍ରାୟତଃ ୩…

୩୦ ମିନିଟରେ ହେବ CBSE ଦ୍ୱାଦଶ ପରୀକ୍ଷା, ୧ ଜୁନରେ ତାରିଖ ଘୋଷଣା କରିବେ ଶିକ୍ଷାମନ୍ତ୍ରୀ!

ନୂଆଦିଲ୍ଲୀ: CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଜୁନ୍ ୧ ରେ ହୋଇପାରେ ବଡ ଘୋଷଣା । ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିପାରନ୍ତି । ଏହା ବ୍ୟତିତ…

ଭୁବନେଶ୍ୱରରୁ ଆଜି ୪୭୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଦେଶରେ ଦିନକରେ ୩,୮୪୭ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଇଛି ୩,୮୪୭ ଜଣଙ୍କ ଜୀବନ । ଦେଶରେ ଦିନକରେ ୨ ଲକ୍ଷ ୧୧ ହଜାର ୨୯୮ କୋରୋନାରେ ଆକ୍ରାନ୍ତ…

ଆକାଶମାର୍ଗରୁ ବାତ୍ୟାଞ୍ଚଳର ଏରିଏଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ…

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ରାଜ୍ୟରେ ଏବେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ଅନେକ ରାଜନେତା ଓ ସେଲିବ୍ରିଟମାନଙ୍କ ଜୀବନ ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ଏବେ ବି…

ବିଜେପି ବିଧାୟକଙ୍କୁ ଅଶ୍ଲୀଳ ଭିଡିଓର ଡର ଦେଖାଇ ବ୍ଲାକମେଲ କରୁଥିଲେ ଦଳର ନେତ୍ରୀ, ଆଉ ଏବେ…

ହରିଦ୍ୱାର: ହରିଦ୍ୱାରର ଜ୍ୱାଲାପୁର ବିଧାନସଭାର ବିଧାୟକ ସୁରେଶ ରାଠୌରଙ୍କୁ ଏକ ଅଶ୍ଲୀଳ ଭିଡିଓର ଡର ଦେଖାଇ ଟଙ୍କା ମାଗୁଥିବା ଘଟଣା ସାମ୍ନାକୁ ଆସିଛି । ଟଙ୍କା ନମିଳିଲେ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇ ମୋଟା ଅଙ୍କର…

ଶେଷରେ ଧରାପଡିଲା PNB ଦୁର୍ନୀତି ମାମଲାର ଅଭିଯୁକ୍ତ ମେହୁଲ୍‌ ଚୋକ୍ସି, ଡୋମିନିକାରୁ ସିଧା ଫେରିବ ଭାରତ !

ନୂଆଦିଲ୍ଲୀ : ପଂଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବି ଦୁର୍ନୀତି ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଶେଷରେ ଧରାପଡିଛି । ଆଣ୍ଟିଗୁଆ ମିଡିଆରେ ବୁଧବାର ଦିନ ନେଇ ଦାବି କରାଯାଇଛି । ସୂଚନା…