fbpx

ବ୍ଲାକ ଫଙ୍ଗସର ଭୟଙ୍କର ରୂପ! ଯୁବକଠାରେ ନଥିଲା ଲକ୍ଷଣ, କିନ୍ତୁ ମସ୍ତିଷ୍କକୁ ଆଟାକ୍ କରି ନେଇଗଲା ଜୀବନ

ସୁରଟ:କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ସୁରଟରୁ ଏକ ମାମଲା ଆସିଛି, ଯାହାକୁ ଦେଖି ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।…

IAS ଭି.କେ. ପାଣ୍ଡିଆନଙ୍କୁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡ଼ିଶାରେ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ IAS ଭି.କେ. ପାଣ୍ଡିଆନଙ୍କୁ ମିଳିଛି FIH ପ୍ରେସିଡେଣ୍ଟସ ଆୱାର୍ଡ । ୪୭ ତମ FIH କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କୁ ମିଳିଛି ଏହି ପୁରସ୍କାର…

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା ପରେ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ବେଳକୁ ଅଧିକ ଘନୀଭୂତ ହୋଇବାତ୍ୟାର ରୂପ ନେବାକୁ ଯାଉଛି । ଅତିପ୍ରବଳ ବାତ୍ୟା ଆକାରରେ ଉପକୂଳ ମୁହାଁଇବ ବାତ୍ୟା ‘ୟଶ’ । ଅତିପ୍ରବଳ…

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୬୦୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ୧,୦୭୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮…

ଓଡିଶାରେ ଆଜି ୧୧, ୧୦୮ ଜଣ ପଜିଟିଭ୍ ଚିହ୍ନଟ, ୨୬ ମୃତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଓ ସ୍ଥାନୀୟ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୫୭ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୫୭ ହଜାର ୧୦୫ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬୪ ଲକ୍ଷ ୫୮…

ପିଲାଙ୍କ ଉପରେ ବଢିଲା କରୋନା ବିପଦ! ୯ ବର୍ଷ ପର୍ଯ୍ୟନ୍ତ ୪୦ ହଜାର ଶିଶୁ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରିଛି । ସବୁ ଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରିଛି । ଗତ କିଛି ଦିନ ପଜିଟିଭ ମାମଲା ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ…

ଦୁର୍ବୃତ୍ତଙ୍କ ଗୁଳିମାଡରେ ଫରେଷ୍ଟ ଗାର୍ଡ ମୃତ

ଟିଟିଲାଗଡ(ଓଡିଶା ଭାସ୍କର): ପାଟ୍ରୋଲିଂ ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଟିଟିଲାଗଡର ରେଙ୍ଗାଲିବାହାଲ ପାଖରେ ଘଟିଯାଇଛି । ଡ୍ୟୁଟି କରିବା ବେଳେ ଫରେଷ୍ଟ ଗାର୍ଡ…

କରୋନା ଟିକା ଲଗାଇବା ପରେ ଏହା ଖାଆନ୍ତୁ, ବଢିଯିବ ଇମ୍ୟୁନିଟି ପାୱାର

ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ବର୍ତ୍ତମାନ ଦେଶରେ ୧୯ କୋଟିରୁ ଅଧିକ ଟିକା…