ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍: ୪୪ ବିଲିୟନ ଡଲାରରେ Twitter କିଣିଲେ ଏଲନ୍ ମସ୍କ, ଜାଣନ୍ତୁ କ’ଣ ଲାଭ ପାଇବେ ୟୁଜର୍ସ

ନୂଆଦିଲ୍ଲୀ: ସଡ଼କରୁ ମହାକାଶ ପର୍ଯ୍ୟନ୍ତ ନିଜର ଜଲୱା ବଜାୟ ରଖିଥିବା ବିଲିୟନେୟାର ବ୍ୟବସାୟୀ ଏଲନ୍ ମସ୍କ ଶେଷରେ ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍ କରିଛନ୍ତି । ବୋର୍ଡର ମଞ୍ଜୁରୀ ମିଳିବ ପରେ ଅଫିସିଆଲ ଭାବେ ମସ୍କ…

ଫେଲ୍ ମାରିଲା ବୁଷ୍ଟର ଡୋଜ୍! ୨୦ ଦିନ ଭିତରେ ଦୁଇଥର କରୋନାରେ ସଂକ୍ରମିତ ହେଲେ ମହିଳା, ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଗତ ୨ ବର୍ଷ ହେବ କରୋନା ସହ ଲଢ଼େଇ କରୁଛି । ଗତ ୨ ବର୍ଷରେ କରୋନାର ଅନେକ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବାରେ ଲାଗିଛି । କିନ୍ତୁ…

ଓଡ଼ିଶାରେ ଆଉ ୨ ସପ୍ତାହ ଗ୍ରୀଷ୍ମ ପ୍ରବାହ: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୀଷ୍ମ ପ୍ରବାହ ଅତ୍ୟନ୍ତ ଅସହ୍ୟ ହୋଇପଡିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଲୋକେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ଥିତି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି, ଜାଣନ୍ତୁ କ’ଣ କହିଲେ?

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା । ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଗଜପତି ଦିବ୍ୟ ସିଂହଦେବ । ଐତିହ୍ୟ ପ୍ରକଳ୍ପ କାମ ଶୀଘ୍ର…

ଏହି ସହରରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ, ଭରିବାକୁ ଲାଗିଛି ଲମ୍ବା ଲାଇନ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଥାନେରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ ।…

ଭିଜିଲାନ୍ସ ପଞ୍ଝାରେ GRS: ଭୁବନେଶ୍ୱର ଓ କଟକରୁ ଠାବ ହେଲା ୫୯ଟି ପ୍ଲଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦିନକୁ ବଢ଼ିବାରେ ଲାଗିଛି । ଭିଜିଲାନ୍ସ ଜାଲରେ ଅନେକ ସରକାରୀ ବାବୁ ପଡ଼ିଥିବା ବେଳେ ଆଜି ଭିଜିଲାନ ପଞ୍ଝାରେ ପଡ଼ିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ ବା (GRS) ।…

CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି…

ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର

କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’…

ଗରମରୁ ନାହିଁ ତ୍ରାହି: ଆଜି ବି ଜଳୁଛି ଭୁବନେଶ୍ୱର, ଜାଣନ୍ତୁ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା କେତେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ ଭଳି ଆଜି ବି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯.୪…

ଖୁସିଖବର: ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ରିହାତି, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ଏକ ଖୁସିଖବର । ଏଣିକି 'ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି । ସେମାନଙ୍କ ପାଇଁ ୫୦% ଭଡ଼ା ଛାଡ଼ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ…