କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ ? ଜାଣନ୍ତୁ ଏହାର ଲକ୍ଷଣ ଓ ବର୍ତ୍ତିବାର ଉପାୟ
ଦିନକୁ ଦିନ କିଡନୀ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏକ ରିପୋର୍ଟ ଅନୁସାରେ, ଏହା 2040 ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ଼ କାରଣ ହୋଇପାରେ। ତେବେ କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର…