fbpx

ଭୁବନେଶ୍ୱରରୁ ଆଜି ୭୪୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୭୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ବାତ୍ୟା ଯୋଗୁଁ ଯାଜପୁରର ୩ ବ୍ଲକରେ ପଶିଲା ବନ୍ୟାପାଣି

ଯାଜପୁର(ଓଡିଶା ଭାସ୍କର): ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା କୋରାଇ ବ୍ଲକର ମୁକୁନ୍ଦପୁର ଓ ବନ୍ଦାଳ ପଞ୍ଚାୟତରେ ପଶିଛି…

ଓଡିଶାରେ ଆଜି ୭,୨୧୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ଏବେ ଆଗ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର…

ହକିରେ ସାଗରଙ୍କୁ ପିଟୁଥିଲେ ରେସଲର ସୁଶୀଲ: ସାମ୍ନାକୁ ଆସିଲା ସେହି ରାତିର ଲୋମଟାଙ୍କୁରା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମାରପିଟ୍ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଠିଓରେ…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୨୪ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୨୪ ହଜାର ୪୯୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୬ ଲକ୍ଷ ୧୫…

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବନ୍ତ ଫେରିଲେ ସ୍ୱାମୀ, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ରାଜସ୍ଥାନ: ସରିଥିଲା ଅନ୍ତିମ ସଂସ୍କାର, ଶୋକରେ ଥିଲେ ପରିବାର । କିନ୍ତୁ ଅନ୍ତିମ ସଂସ୍କାର ୧୦ ଦିନ ପରେ ଘରକୁ ଫେରିଥିଲେ ସ୍ୱାମୀ, ଯାହାଙ୍କୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ । ଏଭଳି ଘଟଣା ରାଜସ୍ଥାନର ରାଜସମନ୍ଦ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୫୫୧ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବାତ୍ୟା ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ?

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଏରିଏଲ ସର୍ଭେ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ…

ମୁମ୍ବାଇର କୋକିଲାବେନ୍ ମେଡିକାଲରେ ଅଭିନେତ୍ରୀ କିରଣ ଖେର, ୩ ଘଣ୍ଟା ଧରି ଚାଲିଲା ସର୍ଜରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବା ଚଣ୍ଡିଗଡର ବିଜେପି ସାଂସଦ କିରଣ ଖେର ଆଜି ମୁମ୍ବାଇ ସ୍ଥିତ କୋକିଲାବେନ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ତାଙ୍କର ସର୍ଜରୀ ହୋଇଛି । ଖବର ମୁତାବକ, ସର୍ଜରୀ ପ୍ରାୟତଃ ୩…

୩୦ ମିନିଟରେ ହେବ CBSE ଦ୍ୱାଦଶ ପରୀକ୍ଷା, ୧ ଜୁନରେ ତାରିଖ ଘୋଷଣା କରିବେ ଶିକ୍ଷାମନ୍ତ୍ରୀ!

ନୂଆଦିଲ୍ଲୀ: CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଜୁନ୍ ୧ ରେ ହୋଇପାରେ ବଡ ଘୋଷଣା । ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିପାରନ୍ତି । ଏହା ବ୍ୟତିତ…