ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା: ୩ ରସିକିଆଙ୍କୁ ଏମିତି ଦଣ୍ଡ ଦେଲେ ଗ୍ରାମବାସୀ, ଦେଖନ୍ତୁ Video
ନିମାପଡ଼ା(ଓଡ଼ିଶା ଭାସ୍କର): ନବମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ୩ ରସିକିଆ ଯୁବକଙ୍କୁ ଉଠବସ୍ କରାଇଲେ ଗ୍ରାମବାସୀ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ନିମାପଡା…