ସକାଳୁ ସକାଳୁ ଭୂକମ୍ପରେ ଥରିଉଠିଲା ପୃଥିବୀ! ଜୋରଦାର ଝଟକାରେ ଲୋକେ ଛାନିଆ, ନିଦ ଭାଙ୍ଗିବାରୁ ଘରୁ ଦୌଡ଼ିଲେ

ନୂଆଦିଲ୍ଲୀ: ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨:୫୮ ରେ ହୋଇଥିଲା ।…

ଗ୍ରୀଷ୍ମ ଋତୁରେ ହୃଦଘାତର ଆଶଙ୍କା କାହିଁକି ବଢ଼ିଥାଏ, ଜାଣନ୍ତୁ ଏହାର କାରଣ

ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ…

ଟିକସ ଚୋରି ରୋକିବା ପାଇଁ ବିଦେଶୀ ଅନଲାଇନ ମନି ଗେମିଂ ସଂସ୍ଥା ଉପରେ DGGIର କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବସ୍ତୁ ଓ ସେବା ଟିକସ ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ବିଦେଶୀ ଅନଲାଇନ୍ ଗେମିଂ ସଂସ୍ଥା ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଅନଲାଇନ୍ ମନି ଗେମିଂ ଶିଳ୍ପରେ ଉଭୟ ଦେଶୀ ଏବଂ…

ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର : ଜାଣନ୍ତୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ: ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଏହି ଛାଡ଼ ୧ ଏପ୍ରିଲ, ୨୦୨୫ ଠାରୁ ଲାଗୁ ହେବ । ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କ୍ରମେ ରାଜସ୍ୱ ବିଭାଗ ଦ୍ୱାରା ଆଜି…

ହେମଗିରିରେ ଡବଲ ମର୍ଡର: ମା’ ଓ ଝିଅକୁ ଟାଙ୍ଗିଆରେ ହାଣି କରାଗଲା ହତ୍ୟା

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗଡ଼ତୁମୁଲିଆରେ ହୋଇଛି ଡବଲ ମର୍ଡର । ମା’ ଓ ଝିଅକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ନିଜ ସମ୍ପର୍କୀୟ ପୁତୁରା ସେମାନଙ୍କୁ ହାଣି ହତ୍ୟା କରିଥିବା…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୬-୨୭ରୁ ଲାଗୁ ହେବ ନୂଆ ସିଲାବସ୍

ଭୁବନେଶ୍ଵର: ନୂଆ ସିଲାବସ୍ କୁ ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍‌ ଲାଗୁ ହେବ। ଏନଇପି ଲାଗୁ ପରେ…

ଜାରି ହେଲା ଗ୍ରାମୀଣ ଡାକ ସେବକ ନିଯୁକ୍ତିର ମେରିଟ୍ ଲିଷ୍ଟ, ଏହି ତାରିଖ ସୁଦ୍ଧା ଯାଞ୍ଚ କରନ୍ତୁ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ପାଇଁ ମେରିଟ୍ ଲିଷ୍ଟ ଜାରି ହୋଇଛି । ଇଣ୍ଡିଆ ପୋଷ୍ଟ ୨୨ଟି ରାଜ୍ୟ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ତାଲିକା ଅଫିସିଆଲ୍…

ମେଡିକାଲ କ୍ୟାମ୍ପସ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ମେଡିକାଲ କ୍ୟାମ୍ପସ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଲଓ୍ୱେ ମେଡିକାଲ କ୍ୟାମ୍ପସ ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ, ଘରେ ବସି ଦେଖିପାରିବେ ଲାଇଭ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । କୋଲକାତା ଇଡେନ୍ ଗାର୍ଡେନ୍ସରେ ହେବ ପ୍ରଥମ ମୁକାବିଲା । କେକେଆର-ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ଓ ୭ଟା ୩୦ରେ…

IFS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।…