ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ, ପ୍ରତିକ୍ରିୟାରେ ଏପରି କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରେ ସାମିଲ ହୋଇଛନ୍ତି ବରୀର ନେତା ବିଶ୍ୱରଞ୍ଜନ ମଲ୍ଲିକ । ଶତାଧିକ ସମର୍ଥକଙ୍କ ସହ ବିଶ୍ୱରଞ୍ଜନ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ…

‘ଲିଭ୍ ଇନ୍ ରିଲେସନ୍’ ଜୀବନର ଅଂଶ, ଏହାକୁ ନେଇ ମନୋଭାବ ବଦଳାଇବା ଜରୁରୀ: କୋର୍ଟ

ପ୍ରୟାଗରାଜ: ‘ଲିଭ୍ ଇନ୍ ରିଲେସନ୍’କୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ୨ ପ୍ରେମୀ ଯୁଗଳଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକା ଉପରେ କୋର୍ଟ କହିଛନ୍ତି ଯେ, ‘ଲିଭ ଇନ୍ ରିଲେସନ୍’…

ପିଲାଙ୍କ ମସ୍ତିଷ୍କକୁ କିପରି କରିବେ ତୀକ୍ଷ୍ଣ? ମା’ମାନେ ଜାଣିରଖନ୍ତୁ କିଛି ଟିପ୍ସ

ଖେଳାଖେଳି ଯୋଗୁଁ ପିଲାଙ୍କ ମସ୍ତିଷ୍କରେ ପ୍ରଭାବ ପଡ଼ୁଛି । ଏପରି ପରିସ୍ଥିତିରେ ପିଲାଙ୍କ ମନର ସନ୍ତୁଳନ ବଜାୟ ରଖିବା ଜରୁରୀ । ପାଠପଢ଼ା ହେଉ ବା କିଛି କାର୍ଯ୍ୟକଳାପ, ଆଜିକାଲି ପିଲାଙ୍କ ପାଇଁ ପ୍ରତିଯୋଗିତା ଅତ୍ୟନ୍ତ…

ଦୀପାବଳୀ ପୂର୍ବରୁ ଚମକିବ ଏହି ରାଶି ଲୋକଙ୍କ ଭାଗ୍ୟ, ହେବେ ମାଲାମାଲ୍

ଆଗକୁ ଆସୁଛି ଦୀପାବଳୀ । ଏହି ଉତ୍ସବରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି । ଏଥର ଦୀପାବଳୀ କିଛି ଲୋକଙ୍କ ପାଇଁ ଶାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଉପରେ ମା…

ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍, ମାତ୍ର ୧୦ ହଜାରରେ ହେଉଛି ବୁକିଂ

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ-ଡିଜେଲ ଦର ବଢ଼ିଚାଲିଥିବା ବେଳେ ଇଲେକ୍ଟ୍ରିକ୍ ବାହନ କିଣିବାକୁ ଲୋକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଯଦି ଆପଣ ଇଲେକ୍ଟ୍ରିକ୍ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ…

ମହାନଦୀକୁ ଡେଇଁ ୨ ଯୁବକ ନିଖୋଜ

କଟକ(ଓଡ଼ିଶା ଭାସ୍କର): କଟକ ମୁଣ୍ଡଳି ବ୍ରିଜ ଉପରୁ ମହାନଦୀକୁ ଡେଇଁପଡି ୨ ଯୁବକ ନିଖୋଜ । ଖୋଜାଖୋଜି ଚାଲିଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନାହିଁ । ୨ ଯୁବକଙ୍କ ନଦୀକୁ ଡେଇଁବାର କାରଣ ମଧ୍ୟ…

ଦୀପାବଳୀର ଉପହାର ଦେଲେ ଏହି ରାଜ୍ୟ ସରକାର, ୨୮ ଲକ୍ଷ କର୍ମଚାରୀଙ୍କୁ ବୋନସ୍ ପାଇଁ ନିର୍ଦ୍ଦେଶ

ୟୁପି: ଉତ୍ତରପ୍ରଦେଶର ୨୮ ଲକ୍ଷ କର୍ମଚାରୀଙ୍କ ଓ ପେନସନ୍ ଭୋଗୀ କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ମିଳିଛି ଉପହାର । ସେମାନଙ୍କୁ ବୋନସର ଉପହାର ଦେଇଛନ୍ତି ଯୋଗୀ ସରକାର । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବୋନସର ପ୍ରସ୍ତାବକୁ…

ବିଶେଷଜ୍ଞଙ୍କ ଦାବି: ସ୍ପର୍ମ କାଉଣ୍ଟ କମ୍ କରିଥାଏ ବାୟୂ ପ୍ରଦୂଷଣ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର ଯୋଗୁଁ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଯୌନ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିପାରେ । ୟୁନିଭରସିଟି ଅଫ୍ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନର ଅନୁସନ୍ଧାନକାରୀମାନେ…

ସୀମାବର୍ତ୍ତି ଜିଲ୍ଲାଗୁଡିକରେ ହେବ ଥାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାଗୁଡିକରେ ଥାନା ପ୍ରତିଷ୍ଠା ନେଇ ଆଲୋଚନା ହୋଇଛିି । ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ…

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଡୁମୁଡୁମାରେ ୨୫୦ ଏକର ଜମିରେ ତିଆରି…