ଭିଜିଲାନ୍ସ ଜାଲରେ RI ଅଫିସର ଅମିନ

ଅନୁଗୁଳ(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଉ ବା ଲାଞ୍ଚ ନେବା ଅଭିଯୋଗରେ, ପ୍ରତିଦିନ କେହି ନା କେହି ଅଫିସର ଭିଜିଲାନ୍ସ ଜାଲରେ ଫସୁଛନ୍ତି…

ପିଲା ଭିତରକୁ ପ୍ରବେଶ କଲା ଏପରି ‘ପୋକ’, ଯାହାକି ଖାଇଗଲା ମସ୍ତିଷ୍କର ସବୁକିଛି ! ଆଉ ତା’ ପରେ

ଟେକ୍ସାସ: ଦୁନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଆମେରିକାର ଟେକ୍ସାସରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତାରେ ପଡିଛନ୍ତି । ସେଠାର…

ରାଜଧାନୀରେ ୨୫୦ରୁ ଅଧିକ ମଦ ଦୋକାନ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଗାମୀ ଦିନରେ ଆପଣଙ୍କୁ ମଦ କିଣିବାରେ ସମସ୍ୟା ହୋଇପାରେ । ଅକ୍ଟୋବର ୧ ତାରିଖରୁ ଦିଲ୍ଲୀରେ ପ୍ରାୟ ୨୫୦ରୁ ଅଧିକ ମଦ ଦୋକନରେ ତାଲା ପଡିଛି । ଆଗାମୀ ଦେଢ଼ମାସ ପଯ୍ୟନ୍ତ କୌଣସି ବି…

ସ୍ୱଚ୍ଛ ଭାରତ ମିଶନ-୨.୦ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-୨.୦ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅଧିନରେ ସବୁ ସହରକୁ ଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସହରଗୁଡ଼ିକୁ ଆବର୍ଜନା ମୁକ୍ତ…

ରାଜଧାନୀରୁ ମାଫିଆ ଷ୍ଟାର ପିଣ୍ଟୁ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛି ଦୁର୍ଦ୍ଦାନ୍ତ ମାଫିଆ ଷ୍ଟାର ପିଣ୍ଟୁ । ପ୍ରାୟ ୭୪ ଗ୍ରାମର ବ୍ରାଉନସୁଗାର ପିଣ୍ଟୁଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ…

ଆନ୍ଧ୍ର ସୀମାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆ…

କଂଗ୍ରେସ ଛାଡ଼ିବେ କ୍ୟାପଟେନ୍! ଶାହାଙ୍କ ସହ ସାକ୍ଷାତ ପରେ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ…

ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ଼ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କ ମାଆଙ୍କ ପରଲୋକ ହୋଇଛି । ମାଆ ଗୀତାଞ୍ଜଳିଙ୍କର ଏକ ଟ୍ରେନ୍ ଦୁର୍ଘଣାରେ ଦେହାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ,ଯାଜପୁର ଜିଲ୍ଲା…

ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ୬ ବଡ଼ ପ୍ରତିଶ୍ରୁତି: କହିଲେ ‘ସରକାରକୁ ଆସିଲେ ଚିକିତ୍ସା, ଔଷଧ ଓ ଅପରେସନ ମାଗଣା’

ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇ ବଡ଼ ଘୋଷଣା…

ପିପିଲି ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି…