୧ଟା ସୁଦ୍ଧା ୬୦ ପ୍ରତିଶତରୁ ଅଧିକ ମତଦାନ, ୨୩ଟି ସ୍ଥାନରେ ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସାରା ରାଜ୍ୟରେ ଦିନ ୧ଟା ସୁଦ୍ଧା ୬୦%ରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ନିର୍ବାଚନ…

‘ଗୋଲ୍ଡେନ ପର୍ଲ’ ହେଲା ଭାରତର ସବୁଠାରୁ ମହଙ୍ଗା ଚା’, ୧ କିଲୋର ଦାମ୍ ଶୁଣିଲେ ଉଡିବ ହୋସ୍

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଣ୍ଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଛୁଇଁଛି । ୧ କିଲୋ ଚା’ ପତିର ୯୯,୯୯୯ ଟଙ୍କାରେ ବିକ୍ରି ହୋଇଛି । ଏହି ଗୋଲ୍ଡେନ ପର୍ଲ ଚା ପତିର ମାଲିକାନା ଅଧିକାର ଏଏଫଟି…

ପଞ୍ଚାୟତ ନିର୍ବାଚନ ବେଳେ ୨୩ ପ୍ରାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ନାମାଙ୍କନ ଦାଖଲରୁ ଆଜିଯାଏଁ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସର୍ବାଧିକ ୧୩ ଜଣ ୱାର୍ଡ…

ଭୋଟିଂ ବେଳେ ଅଘଟଣ: ବାଲାଟ ବକ୍ସକୁ ପାଣିରେ ଫିଙ୍ଗିଲେ ଦୁର୍ବୃତ୍ତ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଚାଲିଥିବା ବେଳେ ବ୍ରହ୍ମଗିରିରେ ଘଟିଛି ଅଘଟଣ । ବାଲାଟ ବକ୍ସକୁ ଦୁର୍ବୃତ୍ତମାନେ ପାଣିରେ ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ…

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…

ବିଦ୍ୟାର୍ଥୀଙ୍କ କେକରେ ସ୍ୱାମୀର ସ୍ପର୍ମ ମିଶାଇଲେ ସ୍କୁଲ ଶିକ୍ଷୟିତ୍ରୀ, ଆଉ ତା’ପରେ…

ୱାଶିଂଟନ୍: ଆମେରିକାର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ସ୍କୁଲ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ କେକରେ ନିଜ ସ୍ୱାମୀଙ୍କ ସ୍ପର୍ମ ମିଶ୍ରଣ କରିଥିଲେ । ଘଟଣାର ଖୁଲାସା ପରେ…

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ, ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ…

କଟକ ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଘଟିଯାଇଛି ଏକ ଅଘଟଣ । କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ…

୨୨ ଘଣ୍ଟାରେ ଠାବ ହେଲା ୨୨ କୋଟି: ଅତିରିକ୍ତ SP ତ୍ରିନାଥ ମିଶ୍ର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ଗତ ୨୨ ଘଣ୍ଟା ଧରି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟି ଟଙ୍କାର ସମ୍ପତ୍ତି…

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼

ସାଲେପୁର(ଓଡ଼ିଶା ଭାସ୍କର): ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା…