ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା…

ନିଲମ୍ବିତ ହେଲେ ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା…

ଧର୍ମାନୁଷ୍ଠାନ ପାଇଁ ଆସିଲା ଏସଓପି

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କରୋନାର ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି । ଅଗଷ୍ଟ ଗାଇଡଲାଇନ୍ ଆସିବା ପରେ ଅନେକ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଛି । ଏହାରି ମଧ୍ୟରେ…

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟରେ ମଞ୍ଜୁରୀ, ୫୪ ବଦଳରେ ପାଇବେ ୯୦ ହଜାର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ଆଜି ବିଧାୟକଙ୍କ ଦରମା-ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଣିକି ଦିଲ୍ଲୀରେ ବିଧାୟକଙ୍କୁ ପ୍ରତି ମାସରେ ୯୦ ହଜାର ଟଙ୍କା ମିଳିବ, ଯେଉଁଥିରେ ତାଙ୍କର ଦରମା ଓ ଅନ୍ୟ…

କରୋନା କାଳରେ ଆମେରିକାରେ ବ୍ୟାପୁଛି ଆରଏସ ଭାଇରସ୍, ଶିଶୁ ହେଉଛନ୍ତି ଶିକାର

ୱାଶିଂଟନ୍: କରୋନା ଭାଇରସର ବଢୁଥିବା ମାଲା ମଧ୍ୟରେ ଆମେରିକାରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । କରୋନା କାଳରେ ଆରଏସ ଭାଇରସ୍ ଏଣ୍ଟ୍ରି ମାରିଛି । ଅତ୍ୟଧିକ ସଂକ୍ରାମକ ଏହି ରୋଗ ୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାଙ୍କୁ…

ବଡ ଖବର: କାଲିଠାରୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ…

ବିଚ୍ ରାସ୍ତାରେ ମହିଳାଙ୍କ ହାଇ ଭୋଲଟେଜ୍ ଡ୍ରାମା: ପୋଲିସକୁ କହିଲେ- ‘ହୋସରେ ରୁହ, ନହେଲେ ୟୁନିଫର୍ମ କାଢ଼ିଦେବି’, ସାମ୍ନାକୁ ଆସିଲା ଭିଡିଓ

ଉତ୍ତରପ୍ରଦେଶର ଲଖନଉରେ ଜଣେ ମହିଳା ବିଚ୍ ରାସ୍ତାରେ ହଙ୍ଗାମା କରିବା ଓ କ୍ୟାବ୍ ଡ୍ରାଇଭରକୁ ମାରପିଟ ପରେ ଦ୍ୱିତୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ହାଇ ଭୋଲଟେଜ ଡ୍ରାମା କରିବା ସହ ପୋଲିସକୁ…

ପୃଥିବୀ ଶେଷ ହେବାର ସମୟ କହୁଛି ଏହି ମନ୍ଦିର, ଲଗାତାର ବଢୁଛି ଶିବଲିଙ୍ଗ

ନୂଆଦିଲ୍ଲୀ: ଆଜି ବି ଅନେକ ରହସ୍ୟ ରହିଛିି, ଯାହା ପଛର କାରଣ ବୈଜ୍ଞାନିକମାନେ ବି ଖୋଜି ପାଇପାରିନାହାନ୍ତି । ତେଣିକି ତାହା ପ୍ରତିବର୍ଷ ଅମରନାଥ ଗୁମ୍ଫାରେ ତିଆରି ହୋଇଥିବା ବରଫ ଶିବଲିଙ୍ଗ ହେଉ ବା ଭପ୍ରର ଏକ ମନ୍ଦିରରେ…

ଖୁସି ଖବର! ୧୨.୧୧ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧିକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ଟଙ୍କାର କିସ୍ତି ପାଇଁ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଅଗଷ୍ଟ ମାସରେ ଯେକୌଣସି ଦିନ…

କଡ଼ା ଟକ୍କର ପରେ ବି ହାରିଗଲା ଟିମ୍ ଇଣ୍ଡିଆ, ଏବେ ବ୍ରୋଞ୍ଜ ପାଇଁ କରିବ ଲଢ଼େଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିବସ । କିନ୍ତୁ ଆଜିର ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲ ରେସରୁ ବାହାର ହୋଇଛନ୍ତି । କଡା ଟକ୍କର ପରେ ବି ସେମି…