ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଆଇଜୋଲ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ମିଜୋରାମ ପୋଲିସ । କୋଲାସିବ ଜିଲ୍ଲାର ଭାୟେଙ୍ଗତେ ସହରର ବାହାର ପରିସରରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀଙ୍କ…

ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ

ଧର୍ମଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଭାଙ୍ଗିଯାଇଛି ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ । ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି । ମେଗା ଲିପ୍ଟ…

ରେଳଯାତ୍ରା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ନହେଲେ ଭୋଗିବେ ୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଟ୍ରେନରେ ନିଆଁ ଲାଗିବା ଘଟଣା ତ ଆଜିକାଲି ଅନେକଥର ଶୁଣିବାକୁ ମିଳୁଛି । ନିକଟରେ ଦିଲ୍ଲୀ-ଡେରାଡୁନ୍ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିଲା । ଏଭଳି ଘଟଣାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ…

ଏଣିକି ତରୁଣୀଙ୍କୁ ଭଲ ପାଇପାରିବେନି ବୟସ୍କ! ପ୍ଲେ ଷ୍ଟୋରରୁ ବ୍ୟାନ ହେଲା ଏହି ଡେଟିଂ ଆପ୍

ଆଜିକାଲିର ଅନଲାଇନ୍ ଦୁନିଆର ସବୁକିଛି ସମ୍ଭବ ହେଇପାରୁଛି । ଏବେ ବୟସ୍କମାନଙ୍କ ପ୍ରେମରେ ତରୁଣୀମାନଙ୍କୁ ଦେଖିବାକୁ ମିଳୁଛି । ସିନେମା ଜବତ ହେଉ ବା ସୋସିଆଲ ମିଡିଆରେ ଏପରି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ।…

ଓଏସଏସସିଙ୍କ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଓଏସଏସସିଙ୍କ ପିଏ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ ୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଫସିଛି ବ୍ରାଉନସୁଗାର ଡିଲର । ଡିଲର ପାଖରୁ ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ…

ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ୪୯ ବର୍ଷୀୟ…

ଆଜି ୨ଟାରେ ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଆଜି ଦିନ ୨ଟାରେ ପ୍ରକାଶ ପାଇବାକୁ ଯାଉଛି CBSE ଦ୍ୱାଦଶ ରେଜଲ୍ଟ । ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇବା ନେଇ ANI ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।…

ଅଫଲାଇନରେ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଛି ଅଫଲାଇନ୍ ପରୀକ୍ଷା । ରାଜ୍ୟରେ ୧୫ ହଜାର ୧୩୬…