ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ, ନଚେତ୍ ହୋଇଯିବ ଅନର୍ଥ

ସକାଳ ଭୋଜନ ଶରୀରକୁ ସୁସ୍ଥ ରଖିବାରେ ଅଧିକ ସାହାର୍ଯ୍ୟ କରିଥାଏ । କିନ୍ତୁ ସମୟର ଅଭାବ ଓ ଅନ୍ୟ କାରଣରୁ ଲୋକମାନେ ସକାଳ ଭୋଜନ କରିନଥାନ୍ତି ବା ଭୋକରୁ ରକ୍ଷା ପାଇବା ପାଇଁ କିଛି ଖାଇଥାନ୍ତି । ଯଦି ଆପଣ ବି ଏପରି…

ସିଲ୍ ହେଲା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂ, ଜାଣନ୍ତୁ କାରଣ

ମୁମ୍ବାଇ: କରୋନା ଭାଇଣସର ତୃତୀୟ ଲହର ଆସିବା ପୂର୍ବରୁ ଚିନ୍ତା ବଢ଼ିବାରେ ଲାଗିଛି । ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କରୋନା କାଳରେ ସିଲ୍…

ଗୋଟିଏ ଦିନରେ Google Payରୁ ଏତିକି ଟଙ୍କା ଟ୍ରାନ୍ସଫର କରିପାରିବେ ଆପଣ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ଯେବେଠୋରୁ ନୋଟବନ୍ଦୀ ହୋଇଥିଲା, ସେବେଠାରୁ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟକୁ ବିକଳ୍ପ ଭାବେ ଚୟନ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏବେ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ୟୁପିଆଇ ଜରିଆରେ…

ବଡ଼ ଷଡ଼ଯନ୍ତ୍ର! ଆତଙ୍କବାଦୀଙ୍କ ପାଖରୁ ମିଳିଲା କାଶୀ, ମଥୁରାର ନକ୍ସା, ୩୦୦୦ ଟଙ୍କାରେ ପ୍ରସ୍ତୁତ କରିଥିଲେ କୁକର୍ ବମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସକୁ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି । ରବିବାର ଦିନ ଲଖନଉରୁ ଯେଉଁ ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ପାଖରୁ ଉତ୍ତରପ୍ରଦେଶରେ ଥିବା ଅନେକ ସହରର ନକ୍ସା…

କଂଗ୍ରେସକୁ ଆଉ ଏକ ଝଟକା! ଟିଏମସିରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିକୁ ଆଉ ଏକ ଜୋରଦାର ଝଟକା ଲାଗିବାକୁ ଯାଉଛି । କଂଗ୍ରେସ ନେତା ବା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି । ଟିଏମସି…

ୠଣ ପରିଶୋଧ ପାଇଁ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ, ମନା କରିବାରୁ….

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ମହିଳା ନିର୍ଯ୍ୟାତନାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାରୀକୁ ସମାଜରେ ପ୍ରଥମ ସ୍ଥାନରେ ରଖାଯାଉଥିବା ବେଳେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବିକ୍ରି କରିବାର ଯୋଜନା କରିଥିଲା ।…

ରଥଯାତ୍ରା ପଛରେ କ’ଣ ରହିଛି ପୌରାଣିକ କାହାଣୀ, ଯାହାକୁ ଶୁଣି ଆପଣ ବି ଚକିତ ହେବେ

ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ରଥଯାତ୍ରା । କିନ୍ତୁ ଏବର୍ଷ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ତେବେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ବିଶ୍ୱପ୍ରସିଦ୍ଧ । ଏହା ପଛରେ ରହିଛି ଏକ ପୌରାଣିକ କାହାଣୀ,…

ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା

ଶ୍ରୀନଗର: ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୧୨୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

କଳିଯୁଗର ପତ୍ନୀ! ସ୍ୱାମୀଙ୍କୁ ମୃତ କହି ବୀମା କମ୍ପାନୀକୁ ଲଗାଇଲେ ୧୮ ଲକ୍ଷର ଚୂନ

ଅହମ୍ମଦାବାଦ: କଳିଯୁଗରେ ଟଙ୍କା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । କିଏ ନିଜ ସ୍ୱାମୀଙ୍କୁ ଭାଇ କରିଦେଉଛି ତ ଆଉ କିଏ ମୃତ କହି ଟଙ୍କା ଲୁଟୁଛି । ସେହିପରି ଏକ ମାମଲା ଗୁଜରାଟର ଅହମ୍ମଦାବାଦରୁ ଆସିଛି,…