କ୍ଷୁଧା ଯୋଗୁଁ ଆମ ଭାବନା ଓ ମସ୍ତିଷ୍କ ଉପରେ ପଡେ ନକାରାତ୍ମକ ପ୍ରଭାବ: ରିସର୍ଚ୍ଚରୁ ଖୁଲାସା
କ୍ଷୁଧା ଆମ ମସ୍ତିଷ୍କ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । କ୍ଷୁଧା ଯୋଗୁ ଆମ ଭାବନା ଓ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । କ୍ଷୁଧାକୁ ନକାରାତ୍ମକ ଭାବନା ଓ ଖରାପ…