ହାଇକୋର୍ଟଙ୍କ ନିର୍ଦ୍ଦେଶ: ତହସିଲଦାରଙ୍କୁ ଦିଆଯିବ ୧ ମାସର ଅନଲାଇନ ତାଲିମ
ପଟ୍ଟାମୁଣ୍ଡାଇ(ଭାସ୍କର ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ହାତଲେଖା ପଟ୍ଟା ଥିବା ଜାଗାକୁ ଜବରଦଖଲ ଦର୍ଶାଇ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସକୁ…