ଆଜି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର: ଜାଣନ୍ତୁ ଶେଷ ଘଣ୍ଟାର କାହାଣୀ, କ’ଣ ରହିଛି ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ: ବିଗବସ୍ ୧୩ର ବିଜେତା ବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହାର୍ଟ ଆସିବା କାରଣରୁ ଗୁରୁବାର ଦିନ ଦେହାନ୍ତ ହୋଇଛି । ତେବେ ସିଦ୍ଧାର୍ଥ ବୁଧବାର ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ, କିନ୍ତୁ…

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଉଠୁଛି ପ୍ରଶ୍ନ, କମ୍ ବୟସରେ କାହିଁକି ଆସେ ହାର୍ଟ ଆଟାକ୍ ?

ନୂଆଦିଲ୍ଲୀ : ହାର୍ଟ ଆଟାକ୍ ଯୋଗୁଁ ଅଭିନେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି । ବିଗ୍ ବସ୍ -୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ଓ ଏହି ବୟସରେ ହାର୍ଟ ଆଟାକ୍ ହେତୁ…

IAS ସ୍ତରରେ ଅଦଳବଦଳ, କେନ୍ଦ୍ରୀୟ ଡେପୁଟେସନରେ ଗଲେ ପ୍ରମୋଦ କୁମାର ମେହେର୍ଦ୍ଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ…

ନନ୍ଦନକାନନରେ ବାଘ ଆତଙ୍କ, ଶେଷରେ ଖୁଆଡ଼କୁ ଫେରାଇ ଆଣିଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲିକୁ ଭାଙ୍ଗି ବାହାରି ଆସିଥିଲା । ସଫାରୀରୁ ଜାଲି ଛିଣ୍ଡାଇ ଖସିଯାଇଥିଲା ଏହି ବାଘ…

ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ଇନଷ୍ଟାଗ୍ରାମ ଓ ଟ୍ୱିଟର ପୋଷ୍ଟ, ଏହି ଲୋକଙ୍କୁ ମନେ ପକାଇଥିଲେ

ମୁମ୍ବାଇ: ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ପରଲୋକ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ତାଙ୍କର ଶେଷ ଇନଷ୍ଟାଗ୍ରାମ…

ଆମାଜନ୍ ଦେବ ୫୫,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: କରୋନା କାଳରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର ଆସିଦେଇଛି ଆମାଜନ୍ । ଦୁନିଆର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ୍ ସାରା ବିଶ୍ୱରେ ଅଧିକ ମାତ୍ରାରେ ନିଯୁକ୍ତ ଆଣିଦେଇଛି । କର୍ପୋରେଟ୍ ଓ…

ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ, ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ଆଖି ବୁଜିଲେ

ମୁମ୍ବାଇ: ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ପରଲୋକ ଘଟିଛି । ମୁମ୍ବାଇ କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ହାର୍ଟ ଆଟାକ୍…

LIC ର ଏହି ଯୋଜନାରେ ପ୍ରତିଦିନ ୨୦୦ ଟଙ୍କା ନିବେଶ କରନ୍ତୁ, ୨୦ ବର୍ଷ ପରେ ପାଆନ୍ତୁ ୨୮ ଲକ୍ଷ

ନୂଆଦିଲ୍ଲୀ: LIC ର ପଲିସିରେ ନିବେଶ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ରହିଛି ଏକ ଲାଭଦାୟକ ଯୋଜନା, ଯେଉଁଥିରେ ଆପଣ ପ୍ରତିଦିନ ୨୦୦ ଟଙ୍କା ନିବେଶ କରି ୨୦ ବର୍ଷ ପରେ ୨୮ ଲକ୍ଷ ଟଙ୍କା ପାଇପାରିବେ । ଖାସ୍ ଖଥା ହେଉଛି…

ରାଜ୍ୟରେ କମିଲା ମୃତ୍ୟୁସଂଖ୍ୟା, ଆଜି ୬ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

ଆସିଗଲା ତୃତୀୟ ଲହର! ଗୋଟିଏ ଦିନରେ ୪୭,୦୯୨ ପଜିଟିଭ୍ ଚିହ୍ନଟ, ୫୦୯ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ଅନେକ ପ୍ରୟାସ ପରେ ବି କରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ଉପରେ କରୋନା ମାମଲା ଚିହ୍ନଟ ହୋଇଥିବା  ବେଳେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହା…