ହିଜାବ ଓ ଦାଢ଼ି ଉପରେ ବ୍ୟାନ୍ ଲଗାଇଲା ଏହି ମୁସଲିମ ଦେଶ , ଉଲ୍ଲଂଘନ କଲେ ଭାରି ଜୋରିମାନା ସହ ମିଳିବ ଏପରି ଦଣ୍ଡ

ତାଜିକିସ୍ତାନ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିବାଦୀୟ ଆଇନ କାର୍ଯ୍ୟକାରୀ କରିଛି ଯାହା ଦେଶର ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ଆଲୋଚନା ଏବଂ ଅସନ୍ତୋଷ ସୃଷ୍ଟି କରିଛି । ଏହି ନୂଆ ନିୟମ ଅନୁଯାୟୀ,…

ଚୀନରେ ଛୋଟ ପୁଅମାନଙ୍କର ପରିସ୍ରା ପାଇଁ ବହୁତ ଚାହିଦା କାରଣ ଜାଣିଲେ ଉଡ଼ିଯିବ ହୋସ୍

ପ୍ରତ୍ୟେକ ଦେଶରେ ଅଲଗା ଅଲଗା ନିୟମ ଅଛି, ସେତେଣିକି ଖାଦ୍ୟ, ପୋଷାକ କିମ୍ବା ଭାଷା ସମ୍ବନ୍ଧରେ ହେଉନା କାହିଁକି, ପ୍ରତ୍ୟେକ ଦେଶରେ ଏହା ଅଲଗା ଅଲଗା ରହିଛି । ଚୀନ୍ ଏପରି ଏକ ଦେଶ ଯାହାର ଖାଦ୍ୟ ବିଷୟରେ ଅନେକ କଥା…

ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଗଣଶିକ୍ଷାମନ୍ତ୍ରୀ , ଜାଣନ୍ତୁ ଛାତ୍ରଛାତ୍ରୀଙ୍କୁ କିପରି ମିଳିବ ଏହାର ଫାଇଦା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଉପାନ୍ତ…

ଏହି Video ଦେଖିବା ପରେ ମୋବାଇଲ୍ ଛୁଇଁବାକୁ ଭୟ କରିବେ ଆପଣଙ୍କ ପିଲା, ମିଳିଗଲା ସବୁଠାରୁ ସଠିକ୍ ଉପାୟ

ଆଜିକାଲିର ପିଲାମାନେ ମଧ୍ୟ ଟେକ୍ନୋଲୋଜି ଏବଂ ଫୋନ୍-ଗ୍ରସ୍ତ ଦୁନିଆରେ ବାସ କରୁଛନ୍ତି, ଯେଉଁଠାରେ ଆମେ ସମସ୍ତେ ରହୁଛୁ । ୬ ମାସ ବୟସର ପିଲାମାନେ ପରଦା ସାମ୍ନାରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥାନ୍ତି । ପ୍ରାୟତଃ…

୪୭୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସଭା ଭବନର କନଭେନସନ କକ୍ଷରେ ନିଯୁକ୍ତି ମେଳା ଅନୁଷ୍ଠିଟି ହୋଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ନିଯୁକ୍ତି ମେଳାରେ ୪୭୬ ନୂତନ ଭାବେ ମନୋନୀତ ହୋଇଥିବା…

କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ, ପାଇବେ ସଫଳତା

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଏହା ବ୍ୟତୀତ ମେଡିକାଲ୍‌ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡ୍‌ମିଶନ ପାଇଁ ମଧ୍ୟ ଜଣକୁ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଯାଇଛି ଗାଇଡଲାଇନ । କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । କମିଟି…

ଜଣଙ୍କ ପରେ ଜଣଙ୍କର ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍, ବରଗଡ଼ ଜିଲ୍ଲାରେ ଲୋକ ଛାନିଆ 

ଡରାଇଲାଣି ସ୍କ୍ରବ୍ ଟାଇଫସ୍ । ସ୍କ୍ରବ୍ ଟାଇଫସ୍ ନା ଶୁଣିବା ମାତ୍ରକେ ଛାନିଆ ହେଲେଣି ଲୋକେ । ଡେଙ୍ଗୁ ଭୟ ନଥମୁଣୁ ପୁଣି ଆସି ପହଁଚି ସାରିଛି ସ୍କ୍ରବ୍ ଟାଇଫସ୍ । ଯାହା ଏବେ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି । ଧିରେ…

୧୫ ମିନିଟରେ ଆଖିରୁ ଚଷମା କାଢ଼଼ିବାକୁ ଦାବି କରୁଥିବା EYE DROP କାହିଁକି ହେଲା ସସପେଣ୍ଡ୍ ? ଜାଣନ୍ତୁ ସରକାରୀ ଆଦେଶ

ନୂଆଦିଲ୍ଲୀ: ୧୫ ମିନିଟ୍ ମଧ୍ୟରେ ପାଖ ନଜର ବଢ଼ାଇବାକୁ ଦାବି କରୁଥିବା ଆଇ ଡ୍ରପର ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ PresVu Eye Dropକୁ ତିଆରି କରିଥିବା…

ଚା’ ସହ କାହିଁକି ଖାଇବା କଥାନୁହେଁ ଲୁଣିଆ ଜିନିଷ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭାରତରେ ଅଧିକାଂଶ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । ସକାଳର ଆରମ୍ଭ ହେଉ ବା ସନ୍ଧ୍ୟାର ଶେଷ, ଚା’ ବିନା ସମୟ ବିତି ନଥାଏ । କିନ୍ତୁ ଚା ପିଇବା ସମୟରେ ଅନେକ ଥର ଏପରି କିଛି ଭୁଲ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ଉପରେ…