କ’ଣ ସପ୍ତାହକୁ କାର୍ଯ୍ୟ ସମୟ ୭୦ କିମ୍ବା ୯୦ ଘଣ୍ଟାକୁ ବୃଦ୍ଧି କରିବେ ସରକାର? ସଂସଦରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ନିକଟରେ କିଛି ଶିଳ୍ପପତି ସପ୍ତାହକୁ ସର୍ବାଧିକ କାର୍ଯ୍ୟ ସମୟ ୭୦ କିମ୍ବା ୯୦ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସୋମବାର ଦିନ ସରକାର ସଂସଦକୁ କହିଛନ୍ତି ଯେ, ସପ୍ତାହରେ ସର୍ବାଧିକ…