ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ବୁକିଂ କରିବେ ଅନ୍ ଲାଇନ୍ ଟିକେଟ
ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଓଡିଶାର କ୍ରିକେଟ୍ ପ୍ରେମୀ। ଆସନ୍ତା ୯ ତାରିଖରୁ ବାରବାଟୀରେ ଖେଳାଯିବାକୁ…