କୋଷ୍ଠକାଠିନ୍ୟ କାରଣରୁ ହେଉଛି କି ଅନେକ ପ୍ରକାରର ସମସ୍ୟା ? ଜାଣନ୍ତୁ ଏଥିରୁ କିପରି ପାଇବେ ମୁକ୍ତି
କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ’ଣ…