ରାଜ୍ୟରେ ଆଉ ଦୁଇଦିନ ପରେ କମିବ ଶୀତ, ଏହିସବୁ ସ୍ଥାନରେ ୧୧ ଡିଗ୍ରୀ ରହିବ ରାତି ତାମପାତ୍ରା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। ଏ-ଠାରେ ରାତି ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ୮ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି। ତଥାପି…