‘ପିତାମାତାଙ୍କଠାରୁ ନିଜ ପାଠପଢ଼ା ଖର୍ଚ୍ଚ ଆଦାୟ କରିପାରିବେ ଝିଅ’: ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ବିବାଦର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଝିଅ ପାଖରେ ନିଜ ପିତାମାତାଙ୍କଠାରୁ…