୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…

ଏଣିକି ସ୍କୁଲ ପିଲାମାନେ ଅଟୋ ଏବଂ ଟୋଟୋରେ ଯାଇପାରିବେ ନାହିଁ, ସରକାର ନେଲେ ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଏବଂ ଟୋଟୋ ଭଳି ତିନି ଚକିଆ ଯାନ ବିରୋଧରେ ରାଜ୍ୟ…

କ’ଣ କରନ୍ତି ମନମୋହନ ସିଂହଙ୍କ ପତ୍ନୀ ଏବଂ ତିନି ଝିଅ ? ଜଣେ ଝିଅ କାହିଁକି ଆମେରିକାରେ ଯାଇ ରହୁଛନ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ମନମୋହନ ସିଂ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଗୁରୁବାର ଦିନ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା,…

RBIର ବଡ ନିଷ୍ପତ୍ତି: PPI ପାଇଁ ଥାର୍ଡ ପାର୍ଟୀ UPI ଆକସେସ୍ କୁ ଦେଲା ମଞ୍ଜୁରୀ, ପେମେଣ୍ଟ ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ (ପିପିଇ) ପାଇଁ ଥାର୍ଡ ପାର୍ଟୀ ୟୁପିଆଇ ଆକସେସ୍ କୁ ଅନୁମତି ଦେଇଛି । ବର୍ତ୍ତମାନ ପିପିଆଇ ହୋଲ୍ଡର ଥାର୍ଡ…

ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକିଙ୍କର ପରଲୋକ

ନୂଆଦିଲ୍ଲୀ: ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକିଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ଲିମ୍ଫୋମା ନାମକ ଏକ ରୋଗରେ ପୀଡିତ ଥିଲେ । ଓସାମୁ ୩୦ ଜାନୁଆରୀ ୧୯୩୦ ରେ ଜାପାନର ଜିରୋରେ…

ମହିଳାମାନେ ଖାଇବା ସମୟରେ ଏହି ସଙ୍କେତଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ, ହୋଇପାରେ କ୍ୟାନ୍ସର ରୋଗର ଲକ୍ଷଣ !

ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗର ବିପଦକୁ ନେଇ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି, ବିଶେଷକରି ଯେତେବେଳେ ଓଭାରି କ୍ୟାନସର ବିଷୟରେ କୁହାଯାଏ । ଏହି କର୍କଟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସାଂଘାତିକ ବୋଲି…

ଆସୁଛି ନୂଆବର୍ଷ : ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରୁ ଫିଙ୍ଗି ଦିଅନ୍ତୁ ଏହି ଜିନିଷ

ନୂଆବର୍ଷ ୨୦୨୫କୁ ଆଉ ଅଳ୍ପ ଦିନ ବାକି ଅଛି । ନୂଆବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ଓ ଶୁଭଫଳ ପ୍ରାପ୍ତି ପାଇଁ ବାସ୍ତୁର କିଛି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍‌ ଜୀବନରେ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଦୋଷ ମଧ୍ୟ…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ! ଆଜିପାଇଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଏନେଇ ପୁଣି…

୨୦୨୫ରେ ଚାହିଦାରେ ରହିବ ଏହିସବୁ ଚାକିରି, ଜାଣନ୍ତୁ ସେଗୁଡିକ କ’ଣ କ’ଣ

ଚାହିଦାକୁ ଦୃଷ୍ଟିରେ ରଖି ଆଜିକାଲି ଚାକିରିର ଟ୍ରେଣ୍ଡ୍ ବଦଳିବାର ଲାଗିଛି। ଗତ କିଛିବର୍ଷ ମଧ୍ୟରେ, ଅନେକ ପାରମ୍ପରିକ ଚାକିରି ଶେଷ ହୋଇଯାଇଛି ଏବଂ ସେଗୁଡିକ ସ୍ଥାନରେ ନୂତନ ଚାକିରି ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ମଧ୍ୟ…

ମେଲବୋର୍ଣ୍ଣ ଟେଷ୍ଟ- କୋହଲିଙ୍କ ଉପରେ ମ୍ୟାଚ୍ ଫି ର ୨୦% ଜରିମାନା: ମିଳିଲା ଗୋଟିଏ ଡି-ମେରିଟ୍ ପଏଣ୍ଟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । କୋହଲିଙ୍କ ଉପରେ ମ୍ୟାଚ୍ ଫି ର ୨୦% ଜୋରିମାନା ଲଗାଇଛନ୍ତି ଆଇସିସି ମ୍ୟାଚ୍ ରେଫରି । ଏହା ସହ…