କୀର୍ତ୍ତି ସୁରେଶଙ୍କ ବର ଆଣ୍ଟୋନ ଥାଟିଲ କିଏ ? କେତେ ଅଛି ସମ୍ପତ୍ତି ? ଆଶ୍ଚର୍ଯ୍ୟ କରିଦେବ ପ୍ରୋଫାଇଲ
ନୂଆଦିଲ୍ଲୀ: ପ୍ରସିଦ୍ଧ ସାଉଥ ସିନେମା ଅଭିନେତ୍ରୀ କୀର୍ତ୍ତି ସୁରେଶ ତାଙ୍କର ୧୫ ବର୍ଷ ପୁରୁଣା ପ୍ରେମିକ ଆଣ୍ଟୋନ ଥାଟିଲଙ୍କୁ ବିବାହ କରିଛନ୍ତି । ଏହି ସୁନ୍ଦର ସମାରୋହ ୧୨ ଡିସେମ୍ବର ୨୦୨୪ ରେ ଗୋଆରେ ହୋଇଛି ।…