ସିୟୁଇଟି ୟୁଜି-ପିଜି ୨୦୨୫ ରେ ହେବ ଅନେକ ବଡ ପରିବର୍ତ୍ତନ: UGC ଚେୟାରମ୍ୟାନ ଦେଲେ ସଙ୍କେତ
ନୂଆଦିଲ୍ଲୀ: ୨୦୨୫ ମସିହାରେ ସ୍ନାତକ (ସିୟୁଇଟି-ୟୁଜି) ଏବଂ ସ୍ନାତକୋତ୍ତର (ସିୟୁଇଟି-ପିଜି) କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଖୁବ୍ ଶୀଘ୍ର ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା…