କଣ ଆପଣଙ୍କ ଫୋନରେ ହେଉଛି କି କଲ୍ ଡ୍ରପ୍ ? ଜାଣନ୍ତୁ ଏହି ସମସ୍ୟାରୁ କିପରି ପାଇବେ ମୁକ୍ତି
ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବେ,ତେବେ ଆପଣଙ୍କ ସହିତ ଅନେକ ଥର ଏପରି ସମସ୍ୟା ହୋଇଥିବ ; ଫୋନରେ କଥା ହେବାବେଳେ ହଠାତ୍ କଲଟି ବିଚ୍ଛିନ୍ନ ହୋଇଯାଏ । ଏପରି ପରିସ୍ଥିତିରେ, ଆପଣ ପୁଣି ଥରେ କଲ୍ କରନ୍ତି ତେବେ…