ହାଇକୋର୍ଟରେ ଚାକିରି ପାଇବା ପାଇଁ ଉତ୍ତମ ସୁଯୋଗ, କେବଳ ଏହି ତାରିଖରେ କରିପାରିବେ ଆବେଦନ
ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ହିମାଚଳ ପ୍ରଦେଶ ହାଇକୋର୍ଟ କ୍ଲର୍କ, ଷ୍ଟେନୋଗ୍ରାଫର ଗ୍ରେଡ୍ ଥ୍ରୀ, ଡ୍ରାଇଭର ଏବଂ ପିଓନ୍ ପଦବୀ ପାଇଁ ନିଯୁକ୍ତି ଦେବାକୁ ଯାଉଛନ୍ତି ।…