ରାଜ୍ୟରେ ଖାଲିପଡିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବୀ, କୋର୍ଟରେ ଚାଲିଛି ମାମଲା, ବଢୁଛି ନକଲି ଔଷଧ କାରବାର
ଭୁବନେଶ୍ୱର : ଓଡ଼ିଶାରେ ଔଷଧ କାରବାର ଉପରେ ନିୟନ୍ତ୍ରଣ ଏବଂ ନକଲି ଔଷଧ ଧରପଗଡ଼ ବାଧାପ୍ରାପ୍ତ ହୋଇଛି । କାରଣ ନିର୍ଦ୍ଦେଶାଳୟରେ ୨ ବର୍ଷ ହେଲାଣି ଖାଲି ପଡ଼ିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବି । ରାଜ୍ୟରେ ବର୍ଷକୁ ପ୍ରାୟ…