ପିଡ୍ରିଆଟ୍ରିକ ଲିଭର ଡିଜିଜ୍: ଏହା କ’ଣ ଓ କିପରି ଛୋଟ ପିଲାଙ୍କ ଯକୃତକୁ ନଷ୍ଟ କରେ?

ପିଡ୍ରିଆଟ୍ରିକ ଲିଭର ଡିଜିଜ୍ ବା ଶିଶୁ ଯକୃତ ରୋଗ ହେଉଛି ଏକ ଏଭଳି ଅବସ୍ଥା, ଯେଉଁଥିରେ ଶିଶୁମାନଙ୍କର ଯକୃତ (ଲିଭର) ପ୍ରଭାବିତ ହୋଇ ସଠିକ ଭାବେ କାମ କରିପାରେ ନାହିଁ। ଏହା ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୧୮ ବର୍ଷ…

ଆରବିଆଇର ନୂଆ ଗୋଲ୍ଡ ଲୋନ ନିୟମ ୨୦୨୫: ଆପଣଙ୍କୁ ଲାଭ ହେବ ନା କ୍ଷତି? ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ ପାଇଁ ନୂଆ ନିୟମ ଘୋଷଣା କରିଛି, ଯାହା ୨୦୨୬ ଜାନୁଆରୀ ୧ରୁ ଲାଗୁ ହେବ। ଏହି ନିୟମ ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (NBFCs) ପାଇଁ ଏକମାନ…

ହାତରେ ହାତକଡ଼ି, ତଳେ ପକାଇଲେ…ନ୍ୟୁଆର୍କ ବିମାନବନ୍ଦରରେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାର ? ଭାରତ ଦେଲା ଏପରି ପ୍ରତିକ୍ରିୟା

ଆମେରିକାର ନ୍ୟୁଆର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ, ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ ପକାଯାଇଛି ଏବଂ ଅପରାଧୀ ଭଳି…

ସକାଳୁ ସକାଳୁ କମିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ଅଛି ଦାମ୍

ନୂଆଦିଲ୍ଲୀ: ସୁନା ଓ ରୂପାର ମୂଲ୍ୟରେ ପୁଣି ପରିବର୍ତ୍ତନ ଦେଖାଦେଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (IBJA) ର ସର୍ବଶେଷ ତଥ୍ୟ ଅନୁଯାୟୀ, ସୋମବାର ୨୪ କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇ ୧୦ ଗ୍ରାମ ପିଛା…

ନିକୋଲସ ପୂରନଙ୍କ ୨୯ ବର୍ଷ ବୟସରେ ନେଲେ ସନ୍ନ୍ୟାସ: ଟଙ୍କା ମିଳିବା ପରେ ଦେଶ ପାଇଁ ଛାଡ଼ିଲେ ଖେଳିବା?

କ୍ୟାରିବିୟାନ କ୍ରିକେଟରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଓ୍ୱେଷ୍ଟଇଣ୍ଡିଜ୍ ତାରକା ଖେଳାଳି ନିକୋଲସ ପୂରନ ୨୯ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏହି ଖବର କ୍ରିକେଟ ଜଗତ ପାଇଁ ଏକ…

ଏହି ସେକ୍ଟର ଉପରେ ଝୁଲୁଛି ଖଣ୍ଡା, ୧୦ ଲକ୍ଷରୁ ଅଧିକ ଲୋକ ହୋଇପାରନ୍ତି ବେରୋଜଗାର

ଇଂଟରନେଟର ବ୍ୟାପକ ବ୍ୟବହାର ଦେଶରେ କେବୁଲ ଟିଭି ସେକ୍ଟରକୁ ଗଭୀର ସଙ୍କଟରେ ପକାଇଛି। ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ଏବଂ ଇଂଟରନେଟ ଆଧାରିତ ସାମଗ୍ରୀର ବୃଦ୍ଧି ହେତୁ କେବୁଲ ଟିଭି ସବସ୍କ୍ରାଇବରଙ୍କ ସଂଖ୍ୟା ଦ୍ରୁତ…

୧୨ରୁ ପୁଣି ସକ୍ରିୟ ହୋଇପାରେ ମୌସୁମୀ: ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ପୁଣି ଥରେ ସକ୍ରିୟ ହୋଇପାରେ ମୌସୁମୀ । ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ମୌସୁମୀ ସକ୍ରିୟ ହେବା ସହ କର୍ଣ୍ଣାଟକ ଏ କୋଙ୍କଣ-ଗୋଆରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୨ ପରେ…

୬୦ ନୁହେଁ, ୪୦ ବର୍ଷରୁ ହିଁ ମିଳିଯିବ ପେନସନ୍, ଏହା ହେଉଛି LICର ବମ୍ପର ପ୍ଲାନ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ଆଣିଛି ଏକ ସ୍ୱତନ୍ତ୍ର ପେନସନ୍ ଯୋଜନା, ‘ସରଳ ପେନସନ୍ ଯୋଜନା’, ଯାହା ଏକ ସିଙ୍ଗଲ ପ୍ରିମିୟମ, ନନ୍-ଲିଙ୍କଡ୍, ନନ୍-ପାର୍ଟିସିପେଟିଂ ଏବଂ ଇମିଡିଏଟ ଆନୁଇଟି ପ୍ଲାନ୍ ଅଟେ।…

ବ୍ୟାଙ୍କ ଭରୁଛି ସରକାରଙ୍କ ତିଜୋରୀ : RBI ପରେ ଏବେ SBI ଦେଲା ୮୦୭୬ କୋଟିର ଡିଭିଡେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପରେ ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ମଧ୍ୟ କେନ୍ଦ୍ର ସରକାରଙ୍କୁ ଏକ ବଡ଼ ଆର୍ଥିକ ସହାୟତା ପ୍ରଦାନ କରିଛି। SBI ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସରକାରଙ୍କୁ ୮,୦୭୬…

ଲସ୍ ଆଞ୍ଜେଲସରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୋଲିସ, ବିକ୍ଷୋଭ ରିପୋର୍ଟିଂ ବେଳେ ଘଟିଲା ଦୁର୍ଘଟଣା: ଦେଖନ୍ତୁ Video

ଆମେରିକାର ଲସ୍ ଆଞ୍ଜେଲସରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ କଭରେଜ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ପୋଲିସ ରବର ଗୁଳିରେ ଆଘାତ କରିଛି। ଘଟଣାଟি ରବିବାର ସନ୍ଧ୍ୟାରେ ଘଟିଥିଲା, ଯେତେବେଳେ ଅଷ୍ଟ୍ରେଲୀୟ ପତ୍ରକାର…