କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ସର୍ବାଧିକ ୨୫ କିଲୋମିଟର ବେଗରେ ଇ-ସ୍କୁଟର ଚଳାଇପାରିବେ ନାବାଳକ
ନୂଆଦିଲ୍ଲୀ: ନାବାଳକ ଡ୍ରାଇଭିଂ ଯଥା ନାବାଳକ ପିଲାମାନଙ୍କ ଦ୍ୱାରା ଗାଡି ଚଳାଇବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନଠାରୁ ଏହିପରି ଯାନଗୁଡିକର…