ଅପରେସନ ସିନ୍ଦୁର: ବ୍ରହ୍ମୋସ ମିସାଇଲ ସମ୍ମୁଖରେ ଚୀନର ପ୍ରତିରକ୍ଷା ବ୍ୟବସ୍ଥା ବିଫଳ, ପାକିସ୍ତାନର ଭାଙ୍ଗିଲା ଭରସା

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୁର କେବଳ ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିନଥିଲା, ବରଂ ଚୀନ ଦ୍ୱାରା ପାକିସ୍ତାନକୁ ଯୋଗାଇ ଦିଆଯାଇଥିବା ପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ମଧ୍ୟ ଉଜାଗର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼, ବଜ୍ରପାତ ହେବାର ସମ୍ଭାବନା, ୩୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୫ ଦିନ ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ସମସ୍ତ ୩୦ଟି…

୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ…

କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ଅଧିକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ)ର ଅଧିକାରୀମାନଙ୍କ ବିରୋଧରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଭିଡ଼ ଜନିତ ଦୁର୍ଘଟଣା ମାମଲାରେ କୌଣସି…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଏହିଦିନ ବନ୍ଦ ରହିବ ସବୁ ସେବା, ହେବନାହିଁ କୌଣସି ଡିଜିଟାଲ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ: HDFC ବ୍ୟାଙ୍କ ଓ Axis ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ୮ ଜୁନ ୨୦୨୫ରେ ଉଭୟ ବ୍ୟାଙ୍କର ଡିଜିଟାଲ୍ ସେବା କିଛି ସମୟ ପାଇଁ ବନ୍ଦ ରହିବ। ଏହି ସମୟରେ UPI,…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏହି ଧମକ ଗାଜିଆବାଦ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ପିସିଆର କଲ ମାଧ୍ୟମରେ ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୫ ଜୁନ ରାତ୍ର…

ବିରାଟ କୋହଲିଙ୍କୁ ଗିରଫ କରିବା ପାଇଁ ଦାବି, ସୋସିଆଲ ମିଡିଆରେ #ArrestKohli କାହିଁକି ଟ୍ରେଣ୍ଡ ହେଉଛି? ଜାଣନ୍ତୁ କାରଣ

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏଥର ତାଙ୍କ ଖେଳ ନୁହେଁ, ବରଂ #ArrestKohli ହାସଟାଗ ସହ ଜଡ଼ିତ ଏକ ବିବାଦ ତାଙ୍କୁ ଚର୍ଚ୍ଚାରେ ରଖିଛି।…

ଭୀଷଣ ଗରମରେ ବି ଟ୍ରକ ଡ୍ରାଇଭର ରହିବେ କୁଲ ! ଟାଟା ମୋଟର୍ସ ନିଜ ଟ୍ରକ୍‌ ପାଇଁ ଲଞ୍ଚ କଲା ଏୟାର କଣ୍ଡିସନିଂ(AC) ସିଷ୍ଟମ୍‌

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ବାଣିଜ୍ୟିକ ଗାଡ଼ି ନିର୍ମାତା ଟାଟା ମୋଟର୍ସ ତାଙ୍କ ଟ୍ରକ୍‌ଗୁଡ଼ିକ ପାଇଁ ଫ୍ୟାକ୍ଟ୍ରୀ-ଫିଟେଡ୍‌ ଏୟାର କଣ୍ଡିସନିଂ (ଏସି) ସିଷ୍ଟମ୍‌ ଲଞ୍ଚ କରିଛି। ଏହି ନୂଆ ସୁବିଧା ତାତାର SFC, LPT,…

ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ଦିଗ୍ଗଜ ବୋଲର, ଟିମ୍ ଇଣ୍ଡିଆ ସହ ଜିତିଥିଲେ ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ସନ୍ନ୍ୟାସର ସିଲସିଲା ଜାରି ରହିଛି। କିଛି ଦିନ ତଳେ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ। ଅଷ୍ଟ୍ରେଲିଆର ଅଲରାଉଣ୍ଡର…

କ’ଣ ବ୍ରେଡ୍ ଖାଇବା ଦ୍ୱାରା ଲିଭର୍ ଫ୍ୟାଟି ହୁଏ କି ? ଏମ୍ସ ଡାକ୍ତରଙ୍କଠାରୁ ଜାଣନ୍ତୁ

ଆଜିକାଲି ସକାଳର ଜଳଖିଆରେ ବ୍ରେଡ୍ ଅନେକଙ୍କର ପସନ୍ଦ। ଏହା ସାଙ୍ଗେ ସାଙ୍ଗେ ତିଆରି ହୋଇଯାଏ ଓ ପେଟ ମଧ୍ୟ ଭର୍ତ୍ତି କରେ। କିନ୍ତୁ ନିକଟରେ ଏକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି - ବ୍ରେଡ୍ ଖାଇବା ଦ୍ୱାରା…