୨୮ ହଜାରରୁ ଅଧିକ ମୋବାଇଲକୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର : ଜାଣନ୍ତୁ କାହିଁକି ନିଆଯାଉଛି ଏପରିି ଆକ୍ସନ୍
ନୂଆଦିଲ୍ଲୀ: ଡିଜିଟାଲ ଠକେଇ ଏବଂ ସାଇବର ଅପରାଧରେ ଟେଲି ଯୋଗାଯୋଗର ଅପବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ସରକାର କଠୋର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର (ମେ ୧୦) ସରକାର ଟେଲିକମ୍ ଅପରେଟରମାନଙ୍କୁ ୨୮,୨୦୦ ମୋବାଇଲ୍…