ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ ସେବନ ଯୋଗୁଁ ଆପଣ ହୋଇପାରନ୍ତି ବଧିର: ସର୍ଭେରୁ ଖୁଲାସା

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର…

ରିସର୍ଚ୍ଚରୁ ବଡ଼ ଖୁଲାସା : ଟ୍ରାଫିକ୍ କୋଳାହଳ ଯୋଗୁଁ ହୃଦୟ ଉପରେ ପଡିପାରେ କୁପ୍ରଭାବ

ଟ୍ରାଫିକ୍ କୋଳାହଳ କେବଳ ବିରକ୍ତିକର ନୁହେଁ, ଏହା ହୃଦୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ। ଏକଥା ଆମେ କହୁନୁ, ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି। ଏକ ସଦ୍ୟତମ ଅଧ୍ୟୟନରୁ ଜଣାଯାଇଛି ଯେ, ସଡ଼କ, ଟ୍ରେନ୍ ଏବଂ ବିମାନ…

ନିଜ ପିଲାର ସ୍ମୃତି ଶକ୍ତି ପ୍ରଖର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର…

କେବେ ଆସିବ ପିଏମ କିଷାନର ୧୭ତମ କିସ୍ତି ? ଆଜି ହିଁ କରିନିଅନ୍ତୁ ଏହି କାମ, ନଚେତ୍ ଆକାଉଣ୍ଟକୁ ଆସିବନି ଟଙ୍କା

ନୂଆଦିଲ୍ଲୀ: ଭାରତ ସରକାର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଭଳି ଏକ ଚମତ୍କାର ଯୋଜନା ଚଳାଉଛନ୍ତି । ଏହା ଅଧୀନରେ ଦେଶର ସମସ୍ତ କୃଷକ ପରିବାରକୁ କୃଷି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ…

ନିର୍ବାଚନ ଆୟୋଗ କଠୋର: କହିଲେ – ସର୍ଭେ ନାମରେ ଭୋଟରଙ୍କ ପଞ୍ଜୀକରଣ ବନ୍ଦ କରନ୍ତୁ ରାଜନୈତିକ ଦଳ, ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଦେଲେ…

ନୂଆଦିଲ୍ଲୀ: ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇଛନ୍ତି। ଏପରି କାର୍ଯ୍ୟ…

Paytm Moneyର ସିଇଓ ବରୁଣ ଶ୍ରୀଧର ଦେଲେ ଇସ୍ତଫା , ଏଣିକି ଦାୟିତ୍ୱ ସମ୍ଭାଳିବେ ରାକେଶ ସିଂ

ନୂଆଦିଲ୍ଲୀ: ପେଟିଏମ୍ କମ୍ପାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । ବର୍ତ୍ତମାନ କମ୍ପାନୀର ପେଟିଏମ୍ ମନି ସମ୍ବନ୍ଧରେ ତାଜା ଅପଡେଟ ଆସିଛି ଯେ, ୱାନ ୯୭ କମ୍ୟୁନିକେସନ୍ ଲିମିଟେଡର ୱେଲ୍ଥ ପରିଚାଳନା ପ୍ଲାଟଫର୍ମର…

ଆକାଶରୁ ଆସିଲା ଏକ ରହସ୍ୟମୟ ବଲ୍: ବିଲ୍ଡିଂକୁ ଧକ୍କା ଦେଇ ଭୂମିରେ ପଶିଲା

କୋଲକାତା: ପଶ୍ଚିମବଙ୍ଗର ଜାମୁରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି । ଏଠାରେ ଆକାଶରୁ ଏକ ରହସ୍ୟମୟ ଗୋଲାକାର ଜିନିଷ ବିଲଡିଂ ସହିତ ଧକ୍କା ହୋଇ ଭୂମିରେ ପଶିଛି । ଗୁରୁବାର ସକାଳ ପ୍ରାୟ ୯ ଟା ବେଳେ ଏହି…

ସାବଧାନ୍ ! ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍ ପିଇବା ହୋଇପାରେ ବିପଜ୍ଜନକ, ଏହି ଅଙ୍ଗ ଉପରେ ପଡିଥାଏ ଖରାପ ପ୍ରଭାବ

ଖରାଦିନେ ଲୋକମାନେ କୋଲ୍ଡ ଡ୍ରିଙ୍କ୍ ପିଇଥାନ୍ତି । ବଜାରରେ ହେଉ କିମ୍ବା ଘରେ, ଲୋକମାନେ ଶୋଷ ମେଣ୍ଟାଇବା ପାଇଁ କୋଲ୍ଡ ଡ୍ରିଙ୍କ୍ ଖୋଜନ୍ତି । ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ସମସ୍ତେ କୋଲ୍ଡ ଡ୍ରିଙ୍କର ସ୍ୱାଦ…

୩୦୦୦ ଟଙ୍କା ଶସ୍ତା ହୋଇପାରେ ସୁନା ରେଟ୍, ଏହା ହେଉଛି ବଡ କାରଣ

ନୂଆଦିଲ୍ଲୀ: ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବୁଧବାର ଲଗାତାର ଷଷ୍ଠ ଥର ପାଇଁ ଏହାର ସୁଧ ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହିତ ଆସନ୍ତା ମାସରେ ସୁଧ ହାର…

ଏଣିକି ମୋବାଇଲରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିର ନାଁ: TRAIର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣଙ୍କର ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ ହୋଇନାହିଁ ଏବଂ ଆପଣ ପାଖକୁ ଏକ ଅଜ୍ଞାତ ନମ୍ବରରୁ କଲ୍ ଆସେ, ତେବେ ଆପଣଙ୍କ ମନକୁ ଆସୁଥିବା ପ୍ରଥମ ପ୍ରଶ୍ନ ହେଉଛି କିଏ କଲ୍ କରିପାରେ । ଯଦି ଏହା ଆପଣଙ୍କ…