ନାଳରୁ ମିଳିଲା ସୋନମ ରଘୁବଂଶୀଙ୍କ ଲାପଟପ ଓ ପିସ୍ତଲ, ୯୯% ସମାଧାନ ହୋଇପାରେ ରାଜା ହତ୍ୟାକାଣ୍ଡର ରହସ୍ୟ

 ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌରରେ ଚାଞ୍ଚଲ୍ୟକର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି ପୁଲିସ। ଏକ ନାଳୀରୁ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଲାପଟପ ଏବଂ ଏକ ପିସ୍ତଲ ଜବତ କରାଯାଇଛି।…

ମୋ କାନ୍ଧରେ ମୋର ତିରଙ୍ଗା… ଆସିଲା ଅନ୍ତରୀକ୍ଷକୁ ଯାଉଥିବା ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ସନ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଏକ୍ସିଓମ-୪ (Axiom-4) ମିଶନ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରି ଇତିହାସ ରଚିଛନ୍ତି। ଅନ୍ତରୀକ୍ଷରେ ପହଞ୍ଚିବା…

ପାକିସ୍ତାନକୁ ବଡ଼ ଝଟକା! ଭାରତୀୟ ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ଦାବି କରିଥିବା ପାକିସ୍ତାନୀ ଅଫିସରଙ୍କୁ ହତ୍ୟା

ପାକିସ୍ତାନ ସେନାର ମେଜର ସୟେଦ ମୋଇଜ ଅବ୍ବାସ ଶାହା, ଯିଏ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଭାରତୀୟ ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଧରିଥିବା ଦାବି କରିଥିଲେ, ସେ ଦକ୍ଷିଣ ୱାଜିରିସ୍ତାନରେ…

PM Fasal Bima Yojna: ଚାଷୀଙ୍କ ପାଇଁ ଖୁସି ଖବର, ଏବେ ନିଜେ କରିପାରିବେ ଫସଲର ବୀମା, କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଚାଷୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଚାଷୀମାନେ ନିଜେ ଅନଲାଇନ ମାଧ୍ୟମରେ ନିଜ ଫସଲର ବୀମା କରିପାରିବେ। ଏହି ଯୋଜନା ଚାଷୀମାନଙ୍କୁ ପ୍ରାକୃତିକ…

ଆସିଗଲା ଗୁଗଲର AI ମୋଡ଼ ! ଏବେ ମିଳିବ ସ୍ମାର୍ଟ ଓ ସିଧା ଉତ୍ତର, ଜାଣନ୍ତୁ କିପରି କରିବ ଆପଣଙ୍କର ସାହାଯ୍ୟ

ଗୁଗଲ ନିକଟରେ ଭାରତରେ ଏହାର ଅତ୍ୟାଧୁନିକ ଏଆଇ ମୋଡ଼ ଲଞ୍ଚ କରିଛି, ଯାହା ସର୍ଚ୍ଚ ଅଭିଜ୍ଞତାକୁ ଆହୁରି ସହଜ ଓ ବୁଦ୍ଧିମାନ କରିବ। ଏହି ଫିଚରଟି ଗୂଗଲ ଲ୍ୟାବ୍ସ ମାଧ୍ୟମରେ ଇଂରାଜୀରେ ଉପଲବ୍ଧ ହେଉଛି ଏବଂ ଏହା ଜେମିନୀ ୨.୫…

SBI ଗ୍ରାହକ ନିଶ୍ଚିତ ଧ୍ୟାନ ଦିଅନ୍ତୁ! ନେଟ ବ୍ୟାଙ୍କିଙ୍ଗରେ ପ୍ରତିଦିନ ଏହି ସମୟରେ ଆସିପାରେ ସମସ୍ୟା, ଜାଣନ୍ତୁ କାରଣ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବ୍ୟାଙ୍କ ପକ୍ଷରୁ ଜାରି ଏକ ନୋଟିସ ଅନୁଯାୟୀ, ନେଟ ବ୍ୟାଙ୍କିଙ୍ଗ ଏବଂ ଅନ୍ୟାନ୍ୟ ଡିଜିଟାଲ ସେବା ଯେପରିକି ୟୋନୋ…

ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ବ୍ୟାଙ୍କିଙ୍ଗ ଆପକୁ ଟାର୍ଗେଟ କରୁଛି ‘ଗଡ଼ଫାଦର’ ମାଲୱେୟାର: କ’ଣ ଆପଣ ବିପଦରେ ଅଛନ୍ତି?

ଭୁବନେଶ୍ୱର : ଏକ ନୂଆ ଏବଂ ଅତ୍ୟନ୍ତ ବିପଜ୍ଜନକ ମାଲୱେୟାର, ‘ଗଡ଼ଫାଦର’ ନାମରେ ପରିଚିତ, ଯାହାକି ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ବ୍ୟାଙ୍କିଙ୍ଗ ଆପକୁ ଟାର୍ଗେଟ କରୁଛି। ଏହି ମାଲୱେୟାର ବ୍ୟାଙ୍କିଙ୍ଗ, କ୍ରିପ୍ଟୋକରେନ୍ସି,…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର : ୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି । ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ…

ରେଳଯାତ୍ରୀଙ୍କୁ ଲାଗିବ ବଡ଼ ଝଟକା ! ଟିକେଟ ମୂଲ୍ୟ ବଢାଇବାକୁ ପ୍ରସ୍ତୁତି, ଜାଣନ୍ତୁ କେତେ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଝଟକା ଆସୁଛି। ୧ ଜୁଲାଇ ୨୦୨୫ରୁ ଏସି ଓ ନନ-ଏସି ଏକ୍ସପ୍ରେସ, ମେଲ ଏବଂ ସେକେଣ୍ଡ କ୍ଲାସ ଟିକେଟର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି ମୂଲ୍ୟ ବୃଦ୍ଧି…

ଆଧାର ସଂଶୋଧନ ବାହାନାରେ ଚକମା ଦେଇଗଲା ପତ୍ନୀ, ବିବାହର ୧୦ ଦିନ ପରେ ପ୍ରେମିକ ସହ ଫେରାର

ବିହାରର ଗୋପାଳଗଞ୍ଜ ଜିଲ୍ଲାର ଫୁଲୱାରିଆ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୧୦ ଦିନ ପରେ ଜଣେ ନବବିବାହିତା ନବବଧୂ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ନବବଧୂ ଆଧାର କାର୍ଡରେ…