fbpx

X, Youtube ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଆଇଟି ମନ୍ତ୍ରଣାଳୟ: ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ଶୋଷଣ ସହ ଜଡିତ ମାମଲାକୁ ନେଇ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବୈଦ୍ୟୁତିକ ଏବଂ ଆଇଟି ମନ୍ତ୍ରଣାଳୟର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ ଶବ୍ଦରେ…

ପାଠ ପଢ଼ାରେ ମନ ଦେଉନାହାଁନ୍ତି କି ପିଲା ? ତେବେ ଆପଣାନ୍ତୁ ଏହି ଉପାୟ

ଏକାଠି ଗ୍ରୁପ୍‌ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ…

ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ବୋଲି କହି ଫସିଗଲା BJP ! ଜୟପୁରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ଏକ ଅଭିଯୋଗ ରୁଜୁ ହୋଇଛି । ଜୟପୁରର ଓକିଲ ଜସୱନ୍ତ ଗୁର୍ଜର ଏହି ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବିଷୟରେ…

ଏ କି ଅପରେସନ୍ ! ଷ୍ଟୋନ୍ କାଢ଼ିବାକୁ ପହଞ୍ଚିଥିଲେ ରୋଗୀ, କିନ୍ତୁ ଆପେଣ୍ଡିକ୍ସ ବାହାର କରିଦେଲେ ଡାକ୍ତର

କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଯେତେବେଳେ ସେ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ପେଟ ଯାଞ୍ଚ କରିଥିଲେ, ରିପୋର୍ଟରେ…

ନବରାତ୍ରୀରେ ଏହି ୬ଟି ଜିନିଷ ଘରେ ରଖିବା ହୋଇଥାଏ ଅଶୁଭ, ତୁରନ୍ତ କରନ୍ତୁ ବାହାର

ମା ଦୁର୍ଗାଙ୍କ ଆଗମନ ପାଇଁ ଆଉ କିଛି ଦିନ ବାକି ଅଛି । ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୯ ଦିନ ମାତା ଦେବୀଙ୍କୁ ପୂଜା କରାଯିବ । ପ୍ରଥମ ଦିନ କଳସ ସ୍ଥାପନ ସହିତ ଆରମ୍ଭ ହେବ । ନବରାତ୍ରୀ…

୩୧ ବର୍ଷ ଜେଲ, ୧୫୪ କୋଡ଼େ… କିଏ ସେହି ଜେଲରେ ବନ୍ଦୀ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗେସ ମହମ୍ମଦୀ ?

ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତା ନର୍ଗେସ ମହମ୍ମଦୀଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମହିଳା ଅଧିକାର ପାଇଁ ଲଢ଼େଇ ପାଇଁ ନର୍ଗେସ ମହମ୍ମଦୀଙ୍କୁ…

ପିଏମ ମୋଦୀଙ୍କ ଏହି ଯୋଜନା ଉପରେ RBIର ବଡ ଘୋଷଣା: ଆଉ ଦୁଇ ବର୍ଷ ପାଇଁ ମିଳିବ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏମପିସିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଅନେକ ଘୋଷଣା କରାଯାଇଛି । ଯେଉଁଥିରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି ।…

ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ହାଲୁକା ବର୍ଷା : ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ବାୟୁଅପସରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ସାବଧାନ! ସମୟ ପୂର୍ବରୁ ଆସିବ ବୃଦ୍ଧାବସ୍ଥା, ଗମ୍ଭୀର ହେବ କ୍ଷତି

ଖରାପ ଲାଇଫଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ରନିକ୍ ରୋଗ ଏବଂ ପରିବେଶଗତ କାରଣରୁ ଧିରେ ଧିରେ ମନୁଷ୍ୟର ହାରାହାରି ବୟସ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସମଗ୍ର…

୬୦୦ ଟଙ୍କାରେ ସିଲିଣ୍ଡର ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନ କ୍ୟାବିନେଟ୍ କରିବ ବଡ଼ ଘୋଷଣା

ନୂଆଦିଲ୍ଲୀ: ରକ୍ଷାବନ୍ଧନ ପରେ କେନ୍ଦ୍ରର ମୋଦୀ ସରକାର ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୧୦୦ ଟଙ୍କା ଅତିରିକ୍ତ ସବସିଡି ଘୋଷଣା କରିଛନ୍ତି । ୧୦୦ ଟଙ୍କା ମୂଲ୍ୟର ଏହି ଅତିରିକ୍ତ ସବସିଡି ସରକାର ଉଜ୍ଜ୍ୱଳା ଯୋଜନାର…