fbpx

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଝଡ଼ବର୍ଷା ! ୨୪ ଘଣ୍ଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଶନିବାର ସୃଷ୍ଟି ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ…

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, କେନ୍ଦ୍ର ଦେଲା ଅନୁମତି

ଭୁବନେଶ୍ୱର: GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି…

ପୁରୁଣା ମୋବାଇଲକୁ ପୁଣି ବ୍ୟବହାର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

କମ୍ପାନୀଗୁଡିକ ପ୍ରତିଦିନ ନୂଆ ଫିଚର ଏବଂ ଅପଡେଟଗୁଡିକ ବ୍ୟବହାର କରୁଥିବାରୁ ଆପଣ ନୂଆ ଫୋନ କିଣିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଆପଣ ପୁରୁଣା ଫୋନ କଣ କରିବେ ? ଆପଣ ନିଜର ପୁରୁଣା ଫୋନ ସବୁଦିନ…

ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ଜିତିଲେ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ, ମିଳିଲା ୭୦% ଭୋଟ୍

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ବିଜୟୀ ହୋଇଛନ୍ତି। ରଏଟର୍ସ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର (ସେପ୍ଟେମ୍ବର ୧) ଘୋଷଣା କରିଛି ଯେ…

ଶ୍ରୀମନ୍ଦିରରେ ପୁଣି ପରିମାଣିକ ଟିକେଟ୍‍ ଦର୍ଶନ ଅରମ୍ଭ କରାଯିବା ପାଇଁ ପ୍ରସ୍ତୁତ ହେବ ଏସ୍‍ଓପି

ପୁରୀ: ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ । ଏଥିପାଇଁ ଏସଓପି ପ୍ରସ୍ତୁତ ହେବ । ଏ ସଂକ୍ରାନ୍ତରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍ କମିଟି…

ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ ଦେଶରେ ପାଳନ କରାଯାଉଛି ରାଷ୍ଟ୍ରୀୟ ପୋଷଣ ସପ୍ତାହ

ନୂଆଦିଲ୍ଲୀ: ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତରୁ…

ରିଲେସନସିପରେ ନୂଆ ନୂଆ ପଡିଛନ୍ତି କି ? ଏହି ଭୁଲ କଲେ ଭାଙ୍ଗିପାରେ ସମ୍ପର୍କ

ନୂଆ କରି ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। କାରଣ ଏହି ସମ୍ପର୍କ ସର୍ବଦା ସୂକ୍ଷ୍ମ ହୋଇଥାଏ। ଉକ୍ତ ସମ୍ପର୍କକୁ ସୁଦୃଢ଼ କରିବାରେ ଅଧିକ ସମୟ ଲାଗିଥାଏ। ଏହି ସମୟରେ ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ…

ଅଧିକ ଅଣ୍ଡା ଖାଇବା ଦ୍ୱାରା ବଢିଥାଏ କି ଡାଇବେଟିସ୍ ହେବାର ଆଶଙ୍କା: ଜାଣନ୍ତୁ ନୂଆ ଅଧ୍ୟୟନ କ’ଣ କହୁଛି

ଅଣ୍ଡା ଏପରି ଜିନିଷ, ଯାହାକୁ ଅଧିକାଂଶ ଲୋକ ପ୍ରାୟ ସକାଳେ ଟିଫିନରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏକ ନୂଆ ଅଧ୍ୟୟନ ଅନୁଯାୟୀ, ଅଧିକ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ବଢ଼ିପାରେ ।…

Google Chrome ୟୁଜର୍ସ ସାବଧାନ୍! ଭାରତ ସରକାର ଦେଲେ ଚେତାବନୀ, ଏହି ଜିନିଷ ନକଲେ ହ୍ୟାକର କରିବେ ଆଟାକ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ Computer Emergency Response Team (CERT-In) ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । ସେମାନଙ୍କ ଅନୁଯାୟୀ, ଗୁଗୁଲ କ୍ରୋମରେ ଅନେକ ସୁରକ୍ଷା ଦୁର୍ବଳ ଅଛି, ଯାହା…

ତାଳଚେର ବିଧାୟକ କାର୍ଯ୍ୟାଳୟ ପାଖରେ ଟାଇମ ବୋମା, ଛାନଭିନ କରୁଛି ପୋଲିସ

ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ…