fbpx

ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ପିଠି ଯନ୍ତ୍ରଣା କାହିଁକି ଅଧିକ ହୁଏ ? ଜାଣନ୍ତୁ ୪ଟି କାରଣ ଓ କିଛି ଘରୋଇ ଉପଚାର

ମହିଳାଙ୍କ ଶରୀର ପୁରୁଷଙ୍କ ଅପେକ୍ଷା ସାମାନ୍ୟ ସମ୍ବେଦନଶୀଳ ହୋଇଥାନ୍ତି  । ଏଥିସହ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ, ଯାହା ପ୍ରତି ମାସରେ ପରିବର୍ତ୍ତନ ହୁଏ, ସେମାନଙ୍କର ସମଗ୍ର ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ…

ଛଟେଇ କରିବାର ଆଉ ଏକ ଅଭିଯାନ ଆରମ୍ଭ କରିଛି Amazon: ୨୩୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିବାକୁ ଘୋଷଣା

ନୂଆଦିଲ୍ଲୀ: ମେଟା ଓ ଟ୍ୱିଟର ପରେ ଆମାଜନ୍ ଓ ମାଇକ୍ରୋସଫ୍ଟରେ ଛଟେଇ ହେବାର ନୂଆ ଅଭିଯାନ ଆରମ୍ଭ ହୋଇଛି । ବୁଧବାର ଅପରାହ୍ନରେ ୱାଶିଂଟନ୍ ଷ୍ଟେଟ୍ ନିଯୁକ୍ତି ସୁରକ୍ଷା ବିଭାଗରେ ଦାଖଲ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ,…

ଭାରତରେ କ୍ୟାନ୍ସର ଭଳି ଗମ୍ଭୀର ରୋଗର ଆସିବ ‘ସୁନାମୀ’: ସାମ୍ନାକୁ ଆସିଲା ବିଶେଷଜ୍ଞଙ୍କ ସାଙ୍ଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଜଣେ ଜଣାଶୁଣା କ୍ୟାନ୍ସର ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି, ଜଗତୀକରଣ, ବଢୁଥିବା ଅର୍ଥବ୍ୟବସ୍ଥା, ଜନସଂଖ୍ୟା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଭାରତକୁ କ୍ୟାନ୍ସର ଭଳି ଗୁରୁତର ରୋଗର…

ବଜେଟ୍ ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ : କ୍ରୁଡରେ ହ୍ରାସ ଯୋଗୁୁଁ ଅନେକ ସମୟ ପରେ ମିଳିଲା ଖୁସିଖବର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛିି…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ରେଜିଷ୍ଟ୍ରେସନ୍ ହେବ ବାତିଲ୍

ନୂଆଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା…

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ…

ପୁରୁଷଙ୍କ ସେକ୍ସ ଲାଇଫ୍ ଉପରେ ପ୍ରଭାବ ପକାଇଥାଏ ଥାଇରଏଡ୍ ରୋଗ: ଜାଣନ୍ତୁ କିପରି ବର୍ତ୍ତିବେ ?

ଆମ ଶରୀରରେ ଥିବା ଥାଇରଏଡ୍ ଗ୍ରନ୍ଥି ଅନେକ ପ୍ରକାରର ହରମୋନ୍ ତିଆରି କରିଥାଏ । ଏହି ହରମୋନ୍ ଶରୀରର ଅନେକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ । ଶରୀରରେ ଥାଇରଏଡ୍ ସ୍ତରର ଅତ୍ୟଧିକ ବୃଦ୍ଧି କିମ୍ବା ହ୍ରାସ ହେବା ଯୋଗୁଁ…

ଭାରତରେ ଗାମ୍ବିଆର ଉପ-ରାଷ୍ଟ୍ରପତି ବଦାରା ଜୋଫଙ୍କ ପରଲୋକ: ରାଷ୍ଟ୍ରପତି କଲେ ଟ୍ୱିଟ୍

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆର ଉପରାଷ୍ଟ୍ରପତି ବଦାରା ଜୋଫଙ୍କର ଭାରତରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଉପରାଷ୍ଟ୍ରପତିଙ୍କ ମୃତ୍ୟୁକୁ ଗାମ୍ବିଆର ରାଷ୍ଟ୍ରପତି ଆଦାମା ବାରୋ…

ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗ: ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପୋଲିସର ଅପରାଧ ଶାଖା ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରୁଥିବା ଏକ ଗୁପ୍ତଚର ନେଟୱାର୍କକୁ ପର୍ଦ୍ଦାଫାସ୍ କରିଛି । ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବିଦେଶୀ…

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…