fbpx

ସ୍କୁଲ ଟଙ୍କା ହଡ଼ପ ମାମଲା : ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଜେଲ୍

ଫୁଲବାଣୀ: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ସବୁ ସ୍ଥାନରେ ଲୁଟ୍, ଠକେଇ, ଟଙ୍କା ହଡପ ଆଦି ମାମଲା ଘଟୁଛି । ଏହାରି ମଧ୍ୟରେ ସ୍କୁଲ ଟଙ୍କାର ହଡ଼ପ ମାମଲାରେ ୩ ଜଣଙ୍କୁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା…

ଦିନରେ ୨୦ ମିନିଟର ନିଦ ମସ୍ତିଷ୍କକୁ କରିବ ତୀକ୍ଷ୍ଣ: NASA କଲା ଖୁଲାସା

ରାତିରେ ୭ ରୁ ୮ ଘଣ୍ଟା ଭଲରେ ଶୋଇବା ପରେ ମଧ୍ୟ ଅନେକ ଲୋକ ଦ୍ୱିପହରରେ ଅଳ୍ପ ସମୟ ଶୋଇବାକୁ ପସନ୍ଦ କରନ୍ତି । ଅନେକ ଅନୁସନ୍ଧାନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଆପଣ ପାୱାରନାପରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାର…

ପ୍ରକାଶ ପାଇଲା CBSEର ଦ୍ଵାଦଶ ରେଜଲ୍ଟ: ପାସ୍ ହାର ୮୭.୩୩%, ଏପରି କରନ୍ତୁ ଚେକ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ଵାଦଶ ରେଜଲ୍ଟ। ସିବିଏସଇ ଦ୍ୱାଦଶରେ ପାସ୍ ହାର ୮୭.୩୩% ରହିଛି । ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା…

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୭୫ କିମି ସହ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା’ର ରୂପନେଲା ‘ମୋକା’ । ଗତିପଥ ବଦଳାଇ ବାଂଲାଦେଶ-ମିୟାଁମାର ମୁହାଁ ହେବ । ମେ ୧୪ରେ ବାଂଲାଦେଶ-ମିୟାଁମାର ଅତିକ୍ରମ କରିବ । ଅତିକ୍ରମ ବେଳେ ପବନ ୧୭୫ କିମି ମଧ୍ୟରେ ବହିବ ବୋଲି ସମ୍ଭାବନା…

ବଟ ସାବିତ୍ରୀର କ’ଣ ରହିଛି ମହତ୍ୱ ? ଜାଣନ୍ତୁ ପୌରାଣିକ କଥା

ବଟ ସାବିତ୍ରୀ ବ୍ରତ ହିନ୍ଦୁ ଧର୍ମରେ ଏକ ମହତ୍ୱପୂର୍ଣ୍ଣ ଉତ୍ସବ, ଯାହାକି ପତି ପତ୍ନୀଙ୍କ ସମ୍ପର୍କକୁ ମଝବୁତ କରିଥାଏ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ…

କାହାର ଅନ୍ତିମ ସଂସ୍କାର ପରେ ଭୁଲରେ ମଧ୍ୟ ପଛକୁ ଦେଖନ୍ତୁ ନାହିଁ, ନଚେତ୍ ଜୀବନରେ ଆସିଯିବ ଭୂକମ୍ପ: ଏହା ହେଉଛି କାରଣ

ସନାତନ ଧର୍ମରେ ୧୬ ସଂସ୍କୃତ ବର୍ଣ୍ଣନା କରାଯାଇଛି  । ସେଥିମଧ୍ୟରୁ ଗୋଟିଏ ହେଉଛି ମୃତ୍ୟୁ ସଂସ୍କାର  । ଏହାକୁ ଅନ୍ତିମ ସଂସ୍କାର, ଶବଦାହ କିମ୍ବା ଶେଷ ରୀତି ମଧ୍ୟ କୁହାଯାଏ  । ଏହାର ଅର୍ଥ ହେଉଛି ସମସ୍ତ ରୀତିନୀତି…

ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତର ଦେଖାନ୍ତୁ, ନଚେତ ଗ୍ରାସିପାରେ ବ୍ଲଡ୍ କ୍ୟାନ୍ସର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ପାଖାପାଖି ଏକ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଏହି କ୍ୟାନ୍ସର ରୋଗ ପାଇଁ ହେଉଛି । କ୍ୟାନ୍ସର ଏକ ଏପରି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହେଇଯାଏ ।…

ରାଜ୍ୟର ୧୧୮୧ ମେଡିକାଲ ଅଫିସରଙ୍କୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଗୋଟିଏ ପଟେ କୃଷି ଓ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସରକାରୀ ନିଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ୧୧୮୧ ମେଡିକାଲ ଅଫିସରଙ୍କୁ ମିଳିବ ନିଯୁକ୍ତି । OMHS କ୍ୟାଡରରେ…

ରିସର୍ଚ୍ଚରୁ ଖୁଲାସା: ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଯୌନ ଅକ୍ଷମତାରେ ପୀଡ଼ିତ

ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ…

ନକ୍ସଲଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ

ଫୁଲବାଣୀ: ନକ୍ସଲଙ୍କ ଗୁଳିରେ ଟଳିପଡିଛନ୍ତି ପୂର୍ବତନ ସରପଞ୍ଚ । ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଫୁଲବାଣୀ ଫିରିଙ୍ଗିଆ ସାଉଲ୍ ପଡ଼lରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ…