୬ ଦିନ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ପାଇଁ ଆଶାର କିରଣ: ମୃତ୍ୟୁର ମୁହଁରୁ ବାହାର କରୁଛି ଆମେରିକୀୟ ମେସିନ୍

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି । ଆଧୁନିକ ଯନ୍ତ୍ରଗୁଡ଼ିକର ସାହାଯ୍ୟ ନିଆଯାଉଛି । ଦେଶ ତଥା ବିଶ୍ୱର…

ମହମ୍ମଦ ଶାମିଙ୍କୁ ଟ୍ରୋଲ କରିବା ପଛରେ ପାକିସ୍ତାନର ବଡ ଷଡଯନ୍ତ୍ର: କାହିଁକି ବାରମ୍ବାର ଉଠାଉଛି ଧର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ରେ ଭାରତ ଧମାକେଦାର ଏଣ୍ଟ୍ରି କରିଛି । ବୁଧବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ…

ନିଦର ଅଭାବ ଯୋଗୁଁ ମହିଳାଙ୍କଠାରେ ବଢ଼ୁଛି ଡାଇବେଟିସର ବିପଦ: ରିସର୍ଚ୍ଚ

ଏକ ଅନୁସନ୍ଧାନ ଅନୁଯାୟୀ, ବିଶେଷକରି ମେନୋପୋଜ ପରେ ମହିଳାମାନେ ପର୍ଯ୍ୟାପ୍ତ ପରିମାଣରେ ନିଦ ନନେବାରୁ ମଧୁମେହ ହେବାର ଆଶଙ୍କା ବଢ଼ିପାରେ । କଲମ୍ବିଆ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏହି…

ଆପଣଙ୍କୁ କାଙ୍ଗାଳ କରିଦେବ ଏହି ଅଭ୍ୟାସ, ତୁରନ୍ତ ନବଦଳାଇଲେ ପରେ ପସ୍ତାଇବାକୁ ନଥିବ ସମୟ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ କରୁଥିବା କିଛି ଭୁଲ କାମକୁ ଠିକ ସମୟରେ ସଂଶୋଧିତ କରାନଗଲେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହି କାରଣରୁ, ଆର୍ଥିକ ଅବସ୍ଥା ଦୁର୍ବଳ ହେବାକୁ ଲାଗେ ଏବଂ ଜୀବନରେ ଦାରିଦ୍ର୍ୟ ବିସ୍ତାର କରେ।…

କାହିଁକି ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସି ପୂଜା ଆଦି କର୍ମ କରନ୍ତି ପତ୍ନୀ ? ଜାଣନ୍ତୁ ଏହାର ଜବାବ

ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ବାମ ପାର୍ଶ୍ୱରେ ପତ୍ନୀ ଏବଂ ମହିଳାଙ୍କ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇଛି । ପୂଜାପାଠ, ଧାର୍ମିକ କାର୍ଯ୍ୟ କିମ୍ବା ବିବାହ ରୀତି ଇତ୍ୟାଦିରେ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି…

ଶସ୍ତା ହେଲା LPG ସିଲିଣ୍ଡର, ଛଟ୍ ପୂଜା ପୂର୍ବରୁ ବଡ ଆଶ୍ୱସ୍ତି: ଆଜିଠାରୁ ନୂଆ ରେଟ୍ ଲାଗୁ

ନୂଆଦିଲ୍ଲୀ: ଛଟ୍ ପର୍ବ ପୂର୍ବରୁ ଏଲପିଜି ସିଲିଣ୍ଡର ବିଷୟରେ ଆସିଛି ଏକ ବଡ଼ ଖୁସି ଖବର । ତେବେ ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକକ ଏଲପିଜି ସିଲିଣ୍ଡରର…

କ’ଣ ଆପଣ ଗୋଟିଏ ବୋତଲରୁ ବାରମ୍ବାର ପାଣି ପିଉଛନ୍ତି କି ? ତେବେ ହୋଇଯାଅ ସାବଧାନ୍ ! ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ଯେତେବେଳେ ଆମେ କୁଆଡେ ବାହାରକୁ ଯାଉ, ସାଙ୍ଗରେ ପାଣି ବୋତଲ ନେଇଥାଉ । ଅନେକ ଲୋକ ଯେଉଁ ବୋତଲ ଅଫିସ ନେଇ ଯାଆନ୍ତି, ସେହି ବୋତଲରେ ଘରେ ବି ପାଣି ପିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ସମାନ ବୋତଲରୁ ବାରମ୍ବାର ପାଣି…

କ୍ୟାନ୍ସର ରୋଗର ଆଶଙ୍କାକୁ ହ୍ରାସ କରିଥାଏ ସୋରିଷ ତେଲ

ପ୍ରତ୍ୟେକ ରୋଷେଇ ଘରେ ସୋରିଷ ତେଲ ଉପଲବ୍ଧ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।…

କ୍ୟାନ୍ସରର ରହିଛି ଏହି ୮ଟି ସାଧାରଣ ଲକ୍ଷଣ, ଅଣଦେଖା କରିବା ପଡିବ ମହଙ୍ଗା

ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ରୋଗ…

ପୃଥିବୀର ବାୟୁମଣ୍ଡଳକୁ ଫେରିଆସିଲା ଚନ୍ଦ୍ରଯାନ-୩ର ଏହି ଭାଗ: ଇସ୍ରୋ ପକ୍ଷରୁ ବଡ଼ ସୂଚନା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅନ୍ତରୀକ୍ଷ ଯାନକୁ ନିର୍ଦ୍ଦାରିତ କକ୍ଷରେ ସଫଳତାର ସହ ସ୍ଥାନିତ କରିଥିବା ଏନଭିଏମ୩ ଏମ ୪ ପ୍ରକ୍ଷେପଣ ଯାନର ‘କ୍ରାୟୋଜେନିକ୍’ ଉପର ଭାଗ ବୁଧବାର ଦିନ ପୃଥିବୀର ବାୟୁମଣ୍ଡଳରେ ଅନିୟନ୍ତ୍ରିତ…