ଅଜବ ସ୍କୁଲର ଗଜବ ଫିସ୍ ! ପିଲାଙ୍କୁ ଶୁଆଇବାର ନେଉଛି ଟଙ୍କା, ତକିଆ-ଚାଦର ସହିତ ମିଳୁଛି ପ୍ରାଇଭେଟ ରୁମ୍

ନୂଆଦିଲ୍ଲୀ: ଏମିତିରେ ତ ପିଲାମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି, କିନ୍ତୁ ଆଜିକାଲି ସ୍କୁଲରେ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କରାଯାଉଛି । ସେମାନଙ୍କୁ ଅନେକ ଜିନିଷର ଶିକ୍ଷା ଦିଆଯାଏ, ଯାହାକି ଆମେ ଛୁଆବେଳେ…

ସକାଳୁ ସକାଳୁ ବାରବାଙ୍କିରେ ଭୁଶୁଡ଼ି ପଡିଲା ୩ ମହଲା କୋଠା: ପୋତି ହୋଇ ୨ ମୃତ, NDRF ଓ SDRF ଦ୍ଵାରା ଚାଲିଛି ରେସ୍କ୍ୟୁ ଅପରେସନ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସେଠାରେ ଥିବା ଏକ ତିନି ମହଲା କୋଠା ହଠାତ୍ ଭୁଶୁଡି ପଡିଛି । ଏହି କାରଣରୁ ପ୍ରାୟ ୧୫ ଜଣ ଲୋକ ଘରର ଭଗ୍ନାଶେଷ…

ଭୁବନେଶ୍ୱର କ୍ଲବର ସଭାପତି ଭାବେ ପୁଣି ନିର୍ବାଚିତ ହେଲେ ଅସୀତ ତ୍ରିପାଠୀ

ଭୁବନେଶ୍ୱର :ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପୁଣି ଥରେ ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲବଙ୍ଗ ; କର୍କଟ, ମଧୁମେହ, ହୃଦୟ ଜନିତ ସମସ୍ୟା ହେବାର କମିଥାଏ ସମ୍ଭାବନା

ପ୍ରତ୍ୟେକଙ୍କ ରୋଷେଇ ଘରେ ଲବଙ୍ଗ ନିଶ୍ଚୟ ଉପଲବ୍ଧ । ଲବଙ୍ଗର ବ୍ୟବହାର ଅନେକ ଜିନିଷରେ ହୋଇଥାଏ । କିଛି ଲୋକେ ଏହାକୁ ଚୋବାଇ କରି ଖାଆନ୍ତି । ଏହାକୁ ଚୋବାଇ କରି ଖାଇବା ଦ୍ୱାରା ଦାନ୍ତ,ଦାନ୍ତ ମାଢି ଆଦି ସୁସ୍ଥ ରହିଥାଏ…

ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ : ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇଦିନ ଯାଏ ରାଜ୍ୟରେ…

ଆଜି ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ, ଜାଣନ୍ତୁ ସମୟ 

ପୁରୀ: ଆଜି ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବ । ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ରାହୁରେଖା ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ…

ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ : ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଭୁବନେଶ୍ୱର : ୨ ତାରିଖ ସକାଳୁ ପାଗ ଠିକ ଠାକ ଥିଲା । ଏହା ପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ । ପ୍ରଥମେ ଝିପଝିପ ବର୍ଷା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ପ୍ରଚଣ୍ଡ ବିଜୁଳି ଘଡଘଡି ୩…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଏବେ ମାତ୍ର ୪୨୮ ଟଙ୍କା ଗ୍ୟାସ୍ ସିଲିଣ୍ଡର ଯୋଗାଇବେ ସରକାର !

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବା ପରେ ରାସନ କାର୍ଡଧାରୀମାନେ ସରକାରଙ୍କଠାରୁ ଏକ ଉପହାର ପାଇଛନ୍ତି । କେନ୍ଦ୍ର ସରକାର ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା…

ପବ୍ଲିକ୍ ଆଗରେ କିସ୍ କରୁଥିଲେ ପ୍ରେମୀଯୁଗଳ: ରାଗରେ ଆସି ଏମିତି ଗୋଇଠା ମାରିଲେ ବ୍ୟକ୍ତି, ଦେଖନ୍ତୁ Video

ସର୍ବସାଧାରଣ ସ୍ଥାନରେ କିସ୍ କରିବା ଘଟଣା ଅତି ସାଧାରଣ ହୋଇଗଲାଣି । ଆଜିକାଲି ଲୋକମାନେ ବିନା ଭୟରେ ନିଜ ପ୍ରେମୀ ଏବଂ ପ୍ରେମିକାମାନଙ୍କୁ ଖୋଲାଖୋଲି ଭାବରେ ପ୍ରେମର ପ୍ରକାଶ କରିବା ଆରମ୍ଭ କରିଛନ୍ତି । କିନ୍ତୁ କିଛି…

ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରେ ମାଣ୍ଡିଆ, ମୋଟାପଣକୁ କରିଥାଏ ଦୂର

ଆୟୁର୍ବେଦ ଏବଂ ବୈଜ୍ଞାନିକ ତତ୍ତ୍ୱ ଅନୁଯାୟୀ ମାଣ୍ଡିଆର ନିୟମିତ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏଗୁଡିକ ଖାଇବା ଦ୍ୱାରା ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ଆମ…